ଆହୁରି ସଶକ୍ତ ହେଉଛି ବିଜେଡି: ବିଜେଡିରେ ସାମିଲ୍ ହେଲେ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ

The Sakala Picture
Published On

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ। ରାଜ୍ୟ ବିଜୁ ଯୁବ କାର୍ଯ୍ଯାଳୟରେ ଶହଶହ ସମର୍ଥକଙ୍କ ଶହ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଶିବିୟାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ବିଜେଡିର ଏହି ମହାମିଶ୍ରଣ ପର୍ବରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । […]

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ। ରାଜ୍ୟ ବିଜୁ ଯୁବ କାର୍ଯ୍ଯାଳୟରେ ଶହଶହ ସମର୍ଥକଙ୍କ ଶହ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଶିବିୟାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ବିଜେଡିର ଏହି ମହାମିଶ୍ରଣ ପର୍ବରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । କାର୍ଯ୍ଯକ୍ରମରେ ସୁନ୍ଦରଗଡ଼ ପର୍ଯ୍ଯବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ, ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ, ଖଦି ବୋର୍ଡ଼ ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସହ ପର୍ଯ୍ଯବେକ୍ଷକ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜେଏମଏମର ଜଣେ ଆଗ ଧାଡିର ନେତା ଥିବା ଶିବିୟାନ ଆଇଣ୍ଡ ବିଜେଡ଼ିରେ ମିଶିବା ଦ୍ୱାରା ଦଳ ସୁଦୃଢ ହେବା ନେଇ ମତପ୍ରକାଶ କରିଛନ୍ତି ଉପସ୍ଥିତ ବିଜେଡ଼ି ନେତା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

05 Jan 2022 By The Sakala

ଆହୁରି ସଶକ୍ତ ହେଉଛି ବିଜେଡି: ବିଜେଡିରେ ସାମିଲ୍ ହେଲେ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ। ରାଜ୍ୟ ବିଜୁ ଯୁବ କାର୍ଯ୍ଯାଳୟରେ ଶହଶହ ସମର୍ଥକଙ୍କ ଶହ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଶିବିୟାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ବିଜେଡିର ଏହି ମହାମିଶ୍ରଣ ପର୍ବରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । କାର୍ଯ୍ଯକ୍ରମରେ ସୁନ୍ଦରଗଡ଼ ପର୍ଯ୍ଯବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ, ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ, ଖଦି ବୋର୍ଡ଼ ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ସହ ପର୍ଯ୍ଯବେକ୍ଷକ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜେଏମଏମର ଜଣେ ଆଗ ଧାଡିର ନେତା ଥିବା ଶିବିୟାନ ଆଇଣ୍ଡ ବିଜେଡ଼ିରେ ମିଶିବା ଦ୍ୱାରା ଦଳ ସୁଦୃଢ ହେବା ନେଇ ମତପ୍ରକାଶ କରିଛନ୍ତି ଉପସ୍ଥିତ ବିଜେଡ଼ି ନେତା ।

https://www.thesakala.in/latest-odisha-news/jmm-vice-president-sebeyan-aind-and-other-leaders-from-birmitrapur-constituency-joined-bjd/article-8175
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର