ସନ୍ଧ୍ୟା ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ, ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

The Sakala Picture
Published On

ଝାରସୁଗୁଡ଼ା: ଆଜି ଅପରାହ୍ନ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ମହିଳା ଭୋଟର ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି। ପ୍ରଥମ ଥର ପୁରୁଷଙ୍କ ଠାରୁ ଅଧିକ ଭାବେ ମହିଳା ଭୋଟର କଲେ ମତଦାନ। ପୁରୁଷ ୭୪.୦୦୮, ମହିଳା ୭୭.୦୨୦ […]

ଝାରସୁଗୁଡ଼ା: ଆଜି ଅପରାହ୍ନ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ମହିଳା ଭୋଟର ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି। ପ୍ରଥମ ଥର ପୁରୁଷଙ୍କ ଠାରୁ ଅଧିକ ଭାବେ ମହିଳା ଭୋଟର କଲେ ମତଦାନ। ପୁରୁଷ ୭୪.୦୦୮, ମହିଳା ୭୭.୦୨୦ ଓ ଅନ୍ୟାନ୍ୟ ୭ ଭୋଟ ହୋଇଛି। ୧୫୧୦୩୫ ଟୋଟାଲ ଭୋଟ ଦେଇଛନ୍ତି। ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ, ୩ଟି ବୁଥରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ଭୋଟିଙ୍ଗରେ କିଛି ଅସୁବିଧା ହୋଇନି। ଭୋଟିଙ୍ଗ ମେସିନ ସରକାରୀ ଇଞ୍ଜିନିଅରିଙ୍ଗ କଲେଜରେ ଷ୍ଟ୍ରଙ୍ଗ ରୁମରେ ରହିବ, ସେଇଠାରେ ଭୋଟ ଗଣତି ହେବ। ଭୋଟିଙ୍ଗ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। କୌଣସି ସମସ୍ୟା ହୋଇନାହିଁ। ଆସନ୍ତା କାଲି ସମସ୍ତ ତଥ୍ୟ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯିବ CEO।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

10 May 2023 By The Sakala

ସନ୍ଧ୍ୟା ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ, ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ଝାରସୁଗୁଡ଼ା: ଆଜି ଅପରାହ୍ନ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଏବେ ତାହା ଜାରି ରହିଛି। ମହିଳା ଭୋଟର ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି। ପ୍ରଥମ ଥର ପୁରୁଷଙ୍କ ଠାରୁ ଅଧିକ ଭାବେ ମହିଳା ଭୋଟର କଲେ ମତଦାନ। ପୁରୁଷ ୭୪.୦୦୮, ମହିଳା ୭୭.୦୨୦ ଓ ଅନ୍ୟାନ୍ୟ ୭ ଭୋଟ ହୋଇଛି। ୧୫୧୦୩୫ ଟୋଟାଲ ଭୋଟ ଦେଇଛନ୍ତି। ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ, ୩ଟି ବୁଥରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ଭୋଟିଙ୍ଗରେ କିଛି ଅସୁବିଧା ହୋଇନି। ଭୋଟିଙ୍ଗ ମେସିନ ସରକାରୀ ଇଞ୍ଜିନିଅରିଙ୍ଗ କଲେଜରେ ଷ୍ଟ୍ରଙ୍ଗ ରୁମରେ ରହିବ, ସେଇଠାରେ ଭୋଟ ଗଣତି ହେବ। ଭୋଟିଙ୍ଗ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। କୌଣସି ସମସ୍ୟା ହୋଇନାହିଁ। ଆସନ୍ତା କାଲି ସମସ୍ତ ତଥ୍ୟ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯିବ CEO।

https://www.thesakala.in/latest-odisha-news/jharsuguda-news/68-12-percent-voting-in-jharsuguda-by-5-pm-the-number-of-women-voters-is-high/article-21528
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର