ବରିରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ

The Sakala Picture
Published On

ଯାଜପୁର: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କଳାପତକା ପ୍ରଦର୍ଶନ । ଯାଜପୁର ବରିରେ ବିରୋଧ ପ୍ରଦର୍ଶନ କରଛନ୍ତି ଯୁବ କଂଗ୍ରେସ କର୍ମୀ । କଳାମାଟିଆ ମୁଖ୍ୟ ରାସ୍ତାର ଗାନ୍ଧୀ ଛକରେ ବିରୋଧ କରିବା ସହ କଳା ପତାକା ଦେଖାଇଥିଲେ କଂଗ୍ରେସ କର୍ମୀ । ଶହ ଶହ ବିଜେପି କର୍ମୀ ଓ ପୁଲିସର କଡା ସୁରକ୍ଷା ମଧ୍ୟରେ ବି କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡି ଆଗକୁ ଯାଇ କଳା ପତକା ପ୍ରଦର୍ଶନ କରିଥିବା […]

ଯାଜପୁର: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କଳାପତକା ପ୍ରଦର୍ଶନ । ଯାଜପୁର ବରିରେ ବିରୋଧ ପ୍ରଦର୍ଶନ କରଛନ୍ତି ଯୁବ କଂଗ୍ରେସ କର୍ମୀ । କଳାମାଟିଆ ମୁଖ୍ୟ ରାସ୍ତାର ଗାନ୍ଧୀ ଛକରେ ବିରୋଧ କରିବା ସହ କଳା ପତାକା ଦେଖାଇଥିଲେ କଂଗ୍ରେସ କର୍ମୀ । ଶହ ଶହ ବିଜେପି କର୍ମୀ ଓ ପୁଲିସର କଡା ସୁରକ୍ଷା ମଧ୍ୟରେ ବି କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡି ଆଗକୁ ଯାଇ କଳା ପତକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଦୁଇ ଦିନିଆ ଯାଜପୁର ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆଜି ଥିଲା ବରି ଗସ୍ତ କାର୍ଯ୍ଯକ୍ରମ ।

ଆହୁରି ପଢ଼ନ୍ତୁ: ଦେବଦୁତ ସାଜିଲେ ଆରପିଏଫ୍‌ କନେଷ୍ଟବଳ, ଚଳନ୍ତା ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ

26 Mar 2023 By The Sakala

ବରିରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ କଂଗ୍ରେସ କର୍ମୀ

ଯାଜପୁର: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କଳାପତକା ପ୍ରଦର୍ଶନ । ଯାଜପୁର ବରିରେ ବିରୋଧ ପ୍ରଦର୍ଶନ କରଛନ୍ତି ଯୁବ କଂଗ୍ରେସ କର୍ମୀ । କଳାମାଟିଆ ମୁଖ୍ୟ ରାସ୍ତାର ଗାନ୍ଧୀ ଛକରେ ବିରୋଧ କରିବା ସହ କଳା ପତାକା ଦେଖାଇଥିଲେ କଂଗ୍ରେସ କର୍ମୀ । ଶହ ଶହ ବିଜେପି କର୍ମୀ ଓ ପୁଲିସର କଡା ସୁରକ୍ଷା ମଧ୍ୟରେ ବି କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ଗାଡି ଆଗକୁ ଯାଇ କଳା ପତକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଦୁଇ ଦିନିଆ ଯାଜପୁର ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆଜି ଥିଲା ବରି ଗସ୍ତ କାର୍ଯ୍ଯକ୍ରମ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର