ମୁହାଣରେ ଡଙ୍ଗା ଓଲଟି ପଡ଼ିବା ଘଟଣା: ୫ ଉଦ୍ଧାର ଓ ୩ ନିଖୋଜ, ଖୋଜାଖୋଜି ଜାରି

The Sakala Picture
Published On

ପାରାଦୀପ: ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁରେ ବୋଟ ବୁଡି ଘଟଣା। ବର୍ତ୍ତମାନ ସୁଦ୍ଧା ୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇଛି। ହେଲେ ସେମାନେ କୂଳକୁ ଫେରିନାହାନ୍ତି। ସିଆଇଏସଏଫ, କୋଷ୍ଟଗାର୍ଡ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଖୋଜ ଆଉ ୩ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପଟର ବ୍ୟବହାର କରାଯାଇଛି। ଖୋଜିଖୋଜି ଜାରି ରହିଛି। ସୂଚନା ଅନୁଯାୟୀ, ଆଜି ମାଛ ଧରି ଫେରୁଥିବା ବେଳେ […]

ପାରାଦୀପ: ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁରେ ବୋଟ ବୁଡି ଘଟଣା। ବର୍ତ୍ତମାନ ସୁଦ୍ଧା ୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇଛି। ହେଲେ ସେମାନେ କୂଳକୁ ଫେରିନାହାନ୍ତି। ସିଆଇଏସଏଫ, କୋଷ୍ଟଗାର୍ଡ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଖୋଜ ଆଉ ୩ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ହେଲିକପଟର ବ୍ୟବହାର କରାଯାଇଛି। ଖୋଜିଖୋଜି ଜାରି ରହିଛି।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ସୂଚନା ଅନୁଯାୟୀ, ଆଜି ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଥି ଡଙ୍ଗା। ଯାହାଫଳରେ ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp