ନାବାଳିକା ଛାତ୍ରୀକୁ ଗର୍ଭବତୀ କରାଇବା ମାମଲା, ଟିଉସନ ସାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଜଗତସିଂହପୁର: ଟିଉସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ୨୦୨୦ କୁଜଙ୍ଗ ମଙ୍ଗରାଜପୁରରେ ଜଣେ ନାବାଳିକା ଛାତ୍ରୀକୁ ଗର୍ଭବତୀ କରାଇବା ମାମଲାରେ ଏହି ରାୟ ଶୁଣାଇଛନ୍ତି ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ। ଅଭିଯୁକ୍ତ ଟିଉସନ ସାର ରଞ୍ଜନ କୁମାର ରାଉତକୁ ଜଗତସିଂହପୁର ଫାଷ୍ଟଟ୍ରାକ୍ କୋର୍ଟ ପକ୍ଷରୁ ୨୦ବର୍ଷ ଜେଲ ସହ ୪୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନଦେୟ ଅଧିକ ୫ ମାସ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି।

29 Feb 2024
By The Sakala

https://www.thesakala.in/latest-odisha-news/jagatsinghpur/case-of-impregnating-a-minor-student-tuition-sar-was-sentenced-to-20-years/article-30316