କାଳ ହେଲା କାଳବୈଶାଖୀ, ବାସହରା ହେଲେ ପରିବାରର ୪ ସଦସ୍ୟ

The Sakala Picture
Published On

ବିରିଡି:  କାଳବୈଶାଖି ପବନ ବର୍ଷାରେ ବିରିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଚାଳ ଛପର ପାଲ ପକ୍କାଘର ଭାଙ୍ଗିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଶଙ୍ଖପୁର ଗ୍ରାମ ପଞ୍ଚାୟତ ଶାଳୀଜଙ୍ଗ ଗ୍ରାମର ମିଥୁନ ଭୋଇ ପିତା ଧୁଳେଶ୍ୱର ଭୋଇଙ୍କ ଏକ ଝାଟିମାଟି ଚାଳ ଛପର ଘରଟି କାଳବୈଶାଖି ପବନରେ ଭାଙ୍ଗି ସମ୍ପୁର୍ଣ୍ଣ ଧରାଶାୟୀ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘରେ ମିଥୁନ ସହ ତାଙ୍କ ପତ୍ନୀ ନମିତା ଓ ୨ଜଣ ନାବାଳକ ପୁଅ -ଝିଅ ବାସ କରୁଥିଲେ। […]

ବିରିଡି:  କାଳବୈଶାଖି ପବନ ବର୍ଷାରେ ବିରିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଚାଳ ଛପର ପାଲ ପକ୍କାଘର ଭାଙ୍ଗିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଶଙ୍ଖପୁର ଗ୍ରାମ ପଞ୍ଚାୟତ ଶାଳୀଜଙ୍ଗ ଗ୍ରାମର ମିଥୁନ ଭୋଇ ପିତା ଧୁଳେଶ୍ୱର ଭୋଇଙ୍କ ଏକ ଝାଟିମାଟି ଚାଳ ଛପର ଘରଟି କାଳବୈଶାଖି ପବନରେ ଭାଙ୍ଗି ସମ୍ପୁର୍ଣ୍ଣ ଧରାଶାୟୀ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘରେ ମିଥୁନ ସହ ତାଙ୍କ ପତ୍ନୀ ନମିତା ଓ ୨ଜଣ ନାବାଳକ ପୁଅ -ଝିଅ ବାସ କରୁଥିଲେ। ହଠାତ୍‍ କାଳବୈଶାଖି ପବନରେ ତାଙ୍କ ଘରରେ ଛପର ଉଡେଇ ନେବା ପରେ ମିଥୁନ ସ୍ତ୍ରୀ ଓ ପିଲାଙ୍କୁ ଧରୀ ଅନ୍ୟ ପଡ଼ିଶା ଘରକୁ ପଳାଇ ଯାଇଥିଲେ। ଫଳରେ ଅଳ୍ପକେ ବିପଦରୁ ବଞ୍ଚି ଯାଇଥିଲେ ହେଲେ ଘରେ ଥିବା ନିତ୍ୟ ଚଳଣି ଆସବାବ ପତ୍ର କାଢି ପାରିନଥିଲେ। ଯାହା ଫଳରେ ତାଙ୍କର ଧାନ, ଚାଉଳ ଆଦି ବହୁ ଦ୍ରବ୍ୟ ନଷ୍ଟ ହୋଇଯାଇଛି। ଏବେ ଏହି ୪ ପ୍ରାଣି ବାସହରା ହୋଇ ପରଘର ଆଶ୍ରୟ ନେଇଛନ୍ତି। ଘର ଭଙ୍ଗା ସହାୟତା ପାଇଁ  ରାଜସ୍ୱ ନିରିକ୍ଷକ ଓ ବିରିଡି ତହସିଲଦାରଙ୍କୁ ସହାୟତା ପ୍ରଦାନ ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା  ଓ ପକ୍କାଘର ଖଣ୍ଡେ ଯୋଗାଇ ଦେବା ପାଇଁ ମିଥୁନ ଓ ତାଙ୍କ ପନ୍ତ୍ରୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

06 May 2022 By The Sakala

କାଳ ହେଲା କାଳବୈଶାଖୀ, ବାସହରା ହେଲେ ପରିବାରର ୪ ସଦସ୍ୟ

ବିରିଡି:  କାଳବୈଶାଖି ପବନ ବର୍ଷାରେ ବିରିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବହୁ ଚାଳ ଛପର ପାଲ ପକ୍କାଘର ଭାଙ୍ଗିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଶଙ୍ଖପୁର ଗ୍ରାମ ପଞ୍ଚାୟତ ଶାଳୀଜଙ୍ଗ ଗ୍ରାମର ମିଥୁନ ଭୋଇ ପିତା ଧୁଳେଶ୍ୱର ଭୋଇଙ୍କ ଏକ ଝାଟିମାଟି ଚାଳ ଛପର ଘରଟି କାଳବୈଶାଖି ପବନରେ ଭାଙ୍ଗି ସମ୍ପୁର୍ଣ୍ଣ ଧରାଶାୟୀ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘରେ ମିଥୁନ ସହ ତାଙ୍କ ପତ୍ନୀ ନମିତା ଓ ୨ଜଣ ନାବାଳକ ପୁଅ -ଝିଅ ବାସ କରୁଥିଲେ। ହଠାତ୍‍ କାଳବୈଶାଖି ପବନରେ ତାଙ୍କ ଘରରେ ଛପର ଉଡେଇ ନେବା ପରେ ମିଥୁନ ସ୍ତ୍ରୀ ଓ ପିଲାଙ୍କୁ ଧରୀ ଅନ୍ୟ ପଡ଼ିଶା ଘରକୁ ପଳାଇ ଯାଇଥିଲେ। ଫଳରେ ଅଳ୍ପକେ ବିପଦରୁ ବଞ୍ଚି ଯାଇଥିଲେ ହେଲେ ଘରେ ଥିବା ନିତ୍ୟ ଚଳଣି ଆସବାବ ପତ୍ର କାଢି ପାରିନଥିଲେ। ଯାହା ଫଳରେ ତାଙ୍କର ଧାନ, ଚାଉଳ ଆଦି ବହୁ ଦ୍ରବ୍ୟ ନଷ୍ଟ ହୋଇଯାଇଛି। ଏବେ ଏହି ୪ ପ୍ରାଣି ବାସହରା ହୋଇ ପରଘର ଆଶ୍ରୟ ନେଇଛନ୍ତି। ଘର ଭଙ୍ଗା ସହାୟତା ପାଇଁ  ରାଜସ୍ୱ ନିରିକ୍ଷକ ଓ ବିରିଡି ତହସିଲଦାରଙ୍କୁ ସହାୟତା ପ୍ରଦାନ ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା  ଓ ପକ୍କାଘର ଖଣ୍ଡେ ଯୋଗାଇ ଦେବା ପାଇଁ ମିଥୁନ ଓ ତାଙ୍କ ପନ୍ତ୍ରୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

https://www.thesakala.in/latest-odisha-news/jagatsinghpur/four-members-homeless-for-rain-thunderstorm/article-11350
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର