ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ନାବାଳକ ଛାତ୍ରକୁ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗ, ରାଜ୍ୟ ମାନବାଧିକାର କମିଶନ୍‌ଙ୍କ ନିକଟରେ ଫେରାଦ୍‌

Madhusudan Das Picture
Published On

ଜଗତସିଂହପୁର: ନାବାଳକ ଛାତ୍ରକୁ ପୁଲିସର ଥାର୍ଡ ଡିଗ୍ରି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ପୁଲିସ ବିରୋଧରେ । ଥାନା ଭିତରେ ଜଣେ ନାବାଳକ ଓ ତା’ର ମା’କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ଚୋରି ଏବଂ ବେଆଇନ୍ ବନ୍ଧୁକ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସଦର ପୁଲିସ, ସଂପୃକ୍ତ ବ୍ୟକ୍ତିଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକ ପୁଅକୁ ସ୍କୁଲରୁ ଡକାଇ ପୁଲିସ ବେଲ୍ଟ ଓ ଜୋତାରେ ମାଡ଼ ମାରି ଆହତ କରିବା ସହ ତାଙ୍କ ମା’ଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ମାନବାଧିକାର କମିଶନର ଓ ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିପିଓ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

20 Dec 2025 By Madhusudan Das

ନାବାଳକ ଛାତ୍ରକୁ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗ, ରାଜ୍ୟ ମାନବାଧିକାର କମିଶନ୍‌ଙ୍କ ନିକଟରେ ଫେରାଦ୍‌

ଜଗତସିଂହପୁର: ନାବାଳକ ଛାତ୍ରକୁ ପୁଲିସର ଥାର୍ଡ ଡିଗ୍ରି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ପୁଲିସ ବିରୋଧରେ । ଥାନା ଭିତରେ ଜଣେ ନାବାଳକ ଓ ତା’ର ମା’କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ଚୋରି ଏବଂ ବେଆଇନ୍ ବନ୍ଧୁକ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସଦର ପୁଲିସ, ସଂପୃକ୍ତ ବ୍ୟକ୍ତିଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକ ପୁଅକୁ ସ୍କୁଲରୁ ଡକାଇ ପୁଲିସ ବେଲ୍ଟ ଓ ଜୋତାରେ ମାଡ଼ ମାରି ଆହତ କରିବା ସହ ତାଙ୍କ ମା’ଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ମାନବାଧିକାର କମିଶନର ଓ ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିପିଓ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର