ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ଥାନା ଚଅଁରପୁର ଗାଁରେ ସୋମବାର ଏକ ଅଭାବାନୟ ଘଟଣା ଘଟାଯାଇଛି। ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ଚଅଁରପୁର ଗ୍ରାମରେ ରବିନ୍ଦ୍ର ଦାସଙ୍କ ପୁତ୍ର ସୋମବାର ସକାଳେ ପୋଖରୀ କୂଳରେ ଖେଳୁଥିଲା । ତେବେ ଅସାବଧାନତାବଶତଃ ସେ ପୋଖରୀରେ ଖସି ପଡିଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ଥାନା ଚଅଁରପୁର ଗାଁରେ ସୋମବାର ଏକ ଅଭାବାନୟ ଘଟଣା ଘଟାଯାଇଛି। ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ଚଅଁରପୁର ଗ୍ରାମରେ ରବିନ୍ଦ୍ର ଦାସଙ୍କ ପୁତ୍ର ସୋମବାର ସକାଳେ ପୋଖରୀ କୂଳରେ ଖେଳୁଥିଲା । ତେବେ ଅସାବଧାନତାବଶତଃ ସେ ପୋଖରୀରେ ଖସି ପଡିଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

27 Dec 2021 By The Sakala

ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ

ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ଥାନା ଚଅଁରପୁର ଗାଁରେ ସୋମବାର ଏକ ଅଭାବାନୟ ଘଟଣା ଘଟାଯାଇଛି। ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ଚଅଁରପୁର ଗ୍ରାମରେ ରବିନ୍ଦ୍ର ଦାସଙ୍କ ପୁତ୍ର ସୋମବାର ସକାଳେ ପୋଖରୀ କୂଳରେ ଖେଳୁଥିଲା । ତେବେ ଅସାବଧାନତାବଶତଃ ସେ ପୋଖରୀରେ ଖସି ପଡିଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

https://www.thesakala.in/latest-odisha-news/jagatsinghpur/a-minor-boy-drown-in-jagatsinghpur/article-7924
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର