ବାହାନଗା ଷ୍ଟେସନରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ପ୍ରସଙ୍ଗ: କୌଣସି ମୃତଦେହ ନୁହେଁ, ଅଣ୍ଡାରୁ ଆସୁଥିଲା ଦୁର୍ଗନ୍ଧ
ଭୁବନେଶ୍ବର: ବାହାନଗା ଷ୍ଟେସନରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ପ୍ରସଙ୍ଗ । ବଗିରେ କୌଣସି ମୃତଦେହ ନୁହେଁ, ଅଣ୍ଡାରୁ ଗନ୍ଧ ଆସୁଥିବା ସୂଚନା । ପୂର୍ବରୁ ବଗିରେ ମୃତଦେହ ଥିବା ନେଇ ସନ୍ଦେହ ହେଉଥିଲା। ବଗି ଯାଞ୍ଚପରେ ଅଣ୍ଡାଗୁଡିକ ଫାଟି ଦୁର୍ଗନ୍ଧ ହେଉଥିବା ଜଣାପଡ଼ିଛି। ପୁଲିସ ଓ ଏନଡିଆରଏଫ ବଗିକୁ ଯାଞ୍ଚ କରିଥିଲେ। ଏଥିସହ ବଗିରୁ ପେଟିପେଟି ଭଲ ଅଣ୍ଡା ବାହାର କରାଯାଇଛି। ୫ ଟ୍ରାକ୍ଟର ଅଣ୍ଡାପେଟି ମ୍ୟୁନିସିପାଲିଟିକୁ ହସ୍ତାନ୍ତର କରାଯାଇଛି।

09 Jun 2023
By The Sakala

⊕ https://www.thesakala.in/latest-odisha-news/issue-of-smell-from-bahanga-station-smell-coming-from-eggs/article-22439