ଭିଡ଼ ଭିତର ମଣିଷ : ଦାଶ ବାବୁଙ୍କ ୨୨ ବର୍ଷର ସିନ୍ଦୁର ଓ ଶଙ୍ଖା ବେପାର

The Sakala Picture
Published On

ଭୁବନେଶ୍ବର : ବୋହୂ ! ଶଙ୍ଖା ନେବେ ସିନ୍ଦୁର । ଏତିକି ଶୁଣିବା ପରେ ରାଜଧାନୀର ବିଭିନ୍ନ କ୍ୱାର୍ଟର୍ସ ଓ ବସ୍ତିରେ ରହୁଥିବା ମହିଳାମାନେ ତାଙ୍କ ପାଖକୁ ଛୁଟି ଆସନ୍ତି । ସେ ହେଉଛନ୍ତି, ସରୋଜ ଦାଶ ସାବିତ୍ରୀକୁ ଦୃଷ୍ଟିରେ ରଖି ସରୋଜ ସହର ସାରା ଚାଲି ବୁଲି ଶଙ୍ଖା ଓ ସିନ୍ଦୂର ଅଳତା, ଚୁଡ଼ି, କାଚ, ଟିକିଲି, ନଖପାଲିସି ବେପାର କରୁଛନ୍ତି|ସରୋଜଙ୍କ ବୟସ ୪୦ ଛୁଇଁଲାଣି ୧୮ ବର୍ଷ ବୟସରୁ ଏଭଳି ବୁଲିବୁଲି ବିକ୍ରି କରଛନ୍ତି। […]

ଭୁବନେଶ୍ବର : ବୋହୂ ! ଶଙ୍ଖା ନେବେ ସିନ୍ଦୁର । ଏତିକି ଶୁଣିବା ପରେ ରାଜଧାନୀର ବିଭିନ୍ନ କ୍ୱାର୍ଟର୍ସ ଓ ବସ୍ତିରେ ରହୁଥିବା ମହିଳାମାନେ ତାଙ୍କ ପାଖକୁ ଛୁଟି ଆସନ୍ତି । ସେ ହେଉଛନ୍ତି, ସରୋଜ ଦାଶ ସାବିତ୍ରୀକୁ ଦୃଷ୍ଟିରେ ରଖି ସରୋଜ ସହର ସାରା ଚାଲି ବୁଲି ଶଙ୍ଖା ଓ ସିନ୍ଦୂର ଅଳତା, ଚୁଡ଼ି, କାଚ, ଟିକିଲି, ନଖପାଲିସି ବେପାର କରୁଛନ୍ତି|ସରୋଜଙ୍କ ବୟସ ୪୦ ଛୁଇଁଲାଣି ୧୮ ବର୍ଷ ବୟସରୁ ଏଭଳି ବୁଲିବୁଲି ବିକ୍ରି କରଛନ୍ତି। ଏଭଳି ୨୨ ବର୍ଷ ହେଲା ଗୋଟିଏ ବାକ୍ସରେ ଟିକିଲି ଠାରୁ କୁକୁମ ଯାଏଁ ଭର୍ତ୍ତି କରି ପାଦରେ ଚାଲିଚାଲି ରାଜଧାନୀରେ ବିକ୍ରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

କାନ୍ଧରେ ବାକ୍ସ ପକାଇ ସହରର ବସ୍ତି ଠାରୁ ଆପାର୍ଟମେଣ୍ଟରେ ପହଞ୍ଚି ଯାଆନ୍ତି ଶଙ୍ଖା ସିନ୍ଦୁର ନେଇ ସେ ସହରରେ ରହୁଥିବା ଅନେକ ବସ୍ତି ଓ ସରକାରୀ କ୍ବାର୍ଟର୍ସରେ ରହୁଥିବା ଲୋକଙ୍କ ନିକଟରେ ବେଶ୍ ପରିଚିତ ତେବେ ଲକ୍‌ଡାଉନରେ କିଛି ବେପାର ମାନ୍ଦା ହୋଇଥିଲେ ମଧ୍ୟ ଘରେ ଘରେ ସାବିତ୍ରୀ ଲାଗି ପହଞ୍ଚାଉଛନ୍ତି ବ୍ରତ ଲାଗି ସବୁ ସାମଗ୍ରୀ ଲୋକେ ବି ବଜାରକୁ ନ ଯାଇ ଘର ଦୁଆରେ ସରୋଜଙ୍କ ଠାରୁ ଜିନିଷ କିଣୁଛନ୍ତି। ୟୁନିଟ୍୬ ବସ୍ତିରେ ରହୁନ୍ତି। ଖରା ହେଉ କି ବର୍ଷା ସକାଳ ହେଲେ ବଜାରକୁ ବାହାରି ଯାଆନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ କରଞ୍ଜ ଗଛରେ ଝୁଲି ପଡିଲେ ଯୁବକ-ଯୁବତୀ !

ଏନେଇ ସରୋଜ କୁହନ୍ତି ସାଇକଲ ଚଳାଇ ବିକ୍ରି କରିବା ଲାଗି ପସନ୍ଦ କରନ୍ତିନି ଆରମ୍ଭରୁ ଏଭଳି ବାକ୍ସ କାନ୍ଧରେ ପକାଇ ବୁଲିବୁଲି ବିକ୍ରି କରିଛି। ଏଭଳି ପ୍ରତିଦିନ ୨୦୦ରୁ ୩୦୦ ଟଙ୍କା ରୋଜଗାର ହୁଏ। ଏଥିରେ ୪ପ୍ରାଣୀ କୁଟୁମ୍ବ ଚଳନ୍ତି। ତଥାପି କରୋନା କାଳରେ ସଂଘର୍ଷ କରି ଚଳୁଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

09 Jun 2021 By The Sakala

ଭିଡ଼ ଭିତର ମଣିଷ : ଦାଶ ବାବୁଙ୍କ ୨୨ ବର୍ଷର ସିନ୍ଦୁର ଓ ଶଙ୍ଖା ବେପାର

ଭୁବନେଶ୍ବର : ବୋହୂ ! ଶଙ୍ଖା ନେବେ ସିନ୍ଦୁର । ଏତିକି ଶୁଣିବା ପରେ ରାଜଧାନୀର ବିଭିନ୍ନ କ୍ୱାର୍ଟର୍ସ ଓ ବସ୍ତିରେ ରହୁଥିବା ମହିଳାମାନେ ତାଙ୍କ ପାଖକୁ ଛୁଟି ଆସନ୍ତି । ସେ ହେଉଛନ୍ତି, ସରୋଜ ଦାଶ ସାବିତ୍ରୀକୁ ଦୃଷ୍ଟିରେ ରଖି ସରୋଜ ସହର ସାରା ଚାଲି ବୁଲି ଶଙ୍ଖା ଓ ସିନ୍ଦୂର ଅଳତା, ଚୁଡ଼ି, କାଚ, ଟିକିଲି, ନଖପାଲିସି ବେପାର କରୁଛନ୍ତି|ସରୋଜଙ୍କ ବୟସ ୪୦ ଛୁଇଁଲାଣି ୧୮ ବର୍ଷ ବୟସରୁ ଏଭଳି ବୁଲିବୁଲି ବିକ୍ରି କରଛନ୍ତି। ଏଭଳି ୨୨ ବର୍ଷ ହେଲା ଗୋଟିଏ ବାକ୍ସରେ ଟିକିଲି ଠାରୁ କୁକୁମ ଯାଏଁ ଭର୍ତ୍ତି କରି ପାଦରେ ଚାଲିଚାଲି ରାଜଧାନୀରେ ବିକ୍ରି କରୁଛନ୍ତି।

କାନ୍ଧରେ ବାକ୍ସ ପକାଇ ସହରର ବସ୍ତି ଠାରୁ ଆପାର୍ଟମେଣ୍ଟରେ ପହଞ୍ଚି ଯାଆନ୍ତି ଶଙ୍ଖା ସିନ୍ଦୁର ନେଇ ସେ ସହରରେ ରହୁଥିବା ଅନେକ ବସ୍ତି ଓ ସରକାରୀ କ୍ବାର୍ଟର୍ସରେ ରହୁଥିବା ଲୋକଙ୍କ ନିକଟରେ ବେଶ୍ ପରିଚିତ ତେବେ ଲକ୍‌ଡାଉନରେ କିଛି ବେପାର ମାନ୍ଦା ହୋଇଥିଲେ ମଧ୍ୟ ଘରେ ଘରେ ସାବିତ୍ରୀ ଲାଗି ପହଞ୍ଚାଉଛନ୍ତି ବ୍ରତ ଲାଗି ସବୁ ସାମଗ୍ରୀ ଲୋକେ ବି ବଜାରକୁ ନ ଯାଇ ଘର ଦୁଆରେ ସରୋଜଙ୍କ ଠାରୁ ଜିନିଷ କିଣୁଛନ୍ତି। ୟୁନିଟ୍୬ ବସ୍ତିରେ ରହୁନ୍ତି। ଖରା ହେଉ କି ବର୍ଷା ସକାଳ ହେଲେ ବଜାରକୁ ବାହାରି ଯାଆନ୍ତି।

ଏନେଇ ସରୋଜ କୁହନ୍ତି ସାଇକଲ ଚଳାଇ ବିକ୍ରି କରିବା ଲାଗି ପସନ୍ଦ କରନ୍ତିନି ଆରମ୍ଭରୁ ଏଭଳି ବାକ୍ସ କାନ୍ଧରେ ପକାଇ ବୁଲିବୁଲି ବିକ୍ରି କରିଛି। ଏଭଳି ପ୍ରତିଦିନ ୨୦୦ରୁ ୩୦୦ ଟଙ୍କା ରୋଜଗାର ହୁଏ। ଏଥିରେ ୪ପ୍ରାଣୀ କୁଟୁମ୍ବ ଚଳନ୍ତି। ତଥାପି କରୋନା କାଳରେ ସଂଘର୍ଷ କରି ଚଳୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର