ଭାରତୀୟ ରଗବି ଦଳର ପ୍ରା‌ୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍

The Sakala Picture
Published On

ଭୁବନେଶ୍ବର : ଭାରତୀୟ ଜାତୀୟ ରଗବି ଦଳର ପ୍ରା‌ୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷାର କଲେ ଉଭୟ ରାଜ୍ୟ ସରକାର ଓ କିଟ୍‌। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି । ତେଣୁ ଏପରି ସ୍ଥଳେ ଆଜି ଜାତୀୟ […]

ଭୁବନେଶ୍ବର : ଭାରତୀୟ ଜାତୀୟ ରଗବି ଦଳର ପ୍ରା‌ୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷାର କଲେ ଉଭୟ ରାଜ୍ୟ ସରକାର ଓ କିଟ୍‌। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ସୂଚନାଯୋଗ୍ୟ ଗତ ଅଗଷ୍ଟ ୧୪ ତାରିଖରୁ  କିଟ୍‌ ପରିସରରେ ରଗବିର ଜାତୀୟ କ୍ୟାମ୍ପ୍‌ ଆୟୋଜିତ ହେଉଛି। ଏହି ଜାତୀୟ କ୍ୟାମ୍ପ୍‌ ସେପ୍ଟେମ୍ବର ୧୬ ତାରିଖ  ପର୍ଯ୍ୟନ୍ତ ଚାଲିବ। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି , ଯେଉଁମାନେ ୧୮ ବର୍ଷରୁ କମ୍‌ ଜାତୀୟ ଶିବିରରେ ଯୋଗଦେବେ।

28 Aug 2021 By The Sakala

ଭାରତୀୟ ରଗବି ଦଳର ପ୍ରା‌ୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍

ଭୁବନେଶ୍ବର : ଭାରତୀୟ ଜାତୀୟ ରଗବି ଦଳର ପ୍ରା‌ୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷାର କଲେ ଉଭୟ ରାଜ୍ୟ ସରକାର ଓ କିଟ୍‌। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସୂଚନାଯୋଗ୍ୟ ଗତ ଅଗଷ୍ଟ ୧୪ ତାରିଖରୁ  କିଟ୍‌ ପରିସରରେ ରଗବିର ଜାତୀୟ କ୍ୟାମ୍ପ୍‌ ଆୟୋଜିତ ହେଉଛି। ଏହି ଜାତୀୟ କ୍ୟାମ୍ପ୍‌ ସେପ୍ଟେମ୍ବର ୧୬ ତାରିଖ  ପର୍ଯ୍ୟନ୍ତ ଚାଲିବ। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି , ଯେଉଁମାନେ ୧୮ ବର୍ଷରୁ କମ୍‌ ଜାତୀୟ ଶିବିରରେ ଯୋଗଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର