ବୃଦ୍ଧି ପାଇବ ଜୁନିଅର କଲେଜର ଯୁକ୍ତ ଦୁଇ ସିଟ୍ ସଂଖ୍ୟା, ରାଜ୍ୟ ସରକାର ଦେଲେ ଅନୁମତି

The Sakala Picture
Published On

ବୃଦ୍ଧି ହେବ ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ସଂଖ୍ୟା । ସିଟ ବୃଦ୍ଧି ପାଇବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ଏଥିପାଇଁ ସାମ୍ସରେ ଅନ୍‌ଲାଇନ୍ ଜରିଆରେ ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର । ଚଳିତବର୍ଷ ମଧ୍ୟ ଦଶମ ଶ୍ରେଣୀରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ମାଧ୍ୟମିକ […]

ବୃଦ୍ଧି ହେବ ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ସଂଖ୍ୟା । ସିଟ ବୃଦ୍ଧି ପାଇବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ଏଥିପାଇଁ ସାମ୍ସରେ ଅନ୍‌ଲାଇନ୍ ଜରିଆରେ ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର ।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ୪୧ଟି ଗାଁରେ ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ

ଚଳିତବର୍ଷ ମଧ୍ୟ ଦଶମ ଶ୍ରେଣୀରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ରିପୋର୍ଟ ମୁତାବକ ଚଳିତବର୍ଷ ଦଶମ ବୋର୍ଡରେ ୬ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି। ତେଣୁ ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆଜିଠୁ କଲବଲ କରିବ ତାତି: ୪୦ ଡିଗ୍ରୀ ଛୁଇଁବ ପାରଦ, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

13 Jul 2021 By The Sakala

ବୃଦ୍ଧି ପାଇବ ଜୁନିଅର କଲେଜର ଯୁକ୍ତ ଦୁଇ ସିଟ୍ ସଂଖ୍ୟା, ରାଜ୍ୟ ସରକାର ଦେଲେ ଅନୁମତି

ବୃଦ୍ଧି ହେବ ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ସଂଖ୍ୟା । ସିଟ ବୃଦ୍ଧି ପାଇବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଯେଉଁ କଲେଜ୍ ଚାହିଁବେ ଆବେଦନ କରିପାରିବେ । ଏଥିପାଇଁ ସାମ୍ସରେ ଅନ୍‌ଲାଇନ୍ ଜରିଆରେ ଆବେଦନ କରିହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ସରକାର ।

ଚଳିତବର୍ଷ ମଧ୍ୟ ଦଶମ ଶ୍ରେଣୀରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ରିପୋର୍ଟ ମୁତାବକ ଚଳିତବର୍ଷ ଦଶମ ବୋର୍ଡରେ ୬ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେପଟେ ରାଜ୍ୟର ଯୁକ୍ତ ଦୁଇ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି। ତେଣୁ ଏଭଳି ସ୍ଥିତିରେ ଆଡମିଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବଳକା ଛାତ୍ରଛାତ୍ରୀ କିପରି ପାଠ ପଢିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର