ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୦୭୮ ଜଣ କରୋନା ପଜିଟିଭ୍

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୭୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୦୦୭୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୭୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୦୦୭୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୭୨ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଅନୁଗୁଳରୁ ୨୬ , ବାଲେଶ୍ୱରରୁ ୪୫ , ବରଗଡ଼ ୬ , ଭଦ୍ରକ ୨୫ , ବଲାଙ୍ଗୀର ୪ , ବୌଦ୍ଧ ୧ , କଟକ ୧୪୭ , ଦେବଗଡ଼ ୪ , ଢେଙ୍କାନାଳ ୧୬ , ଗଜପତି ୨ , ଗଞ୍ଜାମ ୬ , ଜଗତସିଂହପୁର ୫୮ , ଯାଜପୁର ୫୮ , ଝାରସୁଗୁଡ଼ା ୮ , କଳାହାଣ୍ଡି ୧ , କନ୍ଧମାଳ ୬ , କେନ୍ଦ୍ରାପଡ଼ା ୫୧ , କେନ୍ଦୁଝର ୧୨ , କୋରାପୁଟ ୫ , ମାଲକାନଗିରି ୫ , ମୟୂରଭଞ୍ଜ ୩୫ , ନବରଙ୍ଗପୁର ୧ , ନୟାଗଡ଼ ୨୬ , ନୂଆପଡ଼ା ୫ , ପୁରୀ ୪୮ , ରାୟଗଡ଼ା ୪ , ସମ୍ୱଲପୁର ୧୨ , ସୋନପୁର ୫ , ସୁନ୍ଦରଗଡ଼ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

11 Aug 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୦୭୮ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୭୮ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୫୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୦୦୭୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୭୨ ସଂକ୍ରମିତ ।

ଅନୁଗୁଳରୁ ୨୬ , ବାଲେଶ୍ୱରରୁ ୪୫ , ବରଗଡ଼ ୬ , ଭଦ୍ରକ ୨୫ , ବଲାଙ୍ଗୀର ୪ , ବୌଦ୍ଧ ୧ , କଟକ ୧୪୭ , ଦେବଗଡ଼ ୪ , ଢେଙ୍କାନାଳ ୧୬ , ଗଜପତି ୨ , ଗଞ୍ଜାମ ୬ , ଜଗତସିଂହପୁର ୫୮ , ଯାଜପୁର ୫୮ , ଝାରସୁଗୁଡ଼ା ୮ , କଳାହାଣ୍ଡି ୧ , କନ୍ଧମାଳ ୬ , କେନ୍ଦ୍ରାପଡ଼ା ୫୧ , କେନ୍ଦୁଝର ୧୨ , କୋରାପୁଟ ୫ , ମାଲକାନଗିରି ୫ , ମୟୂରଭଞ୍ଜ ୩୫ , ନବରଙ୍ଗପୁର ୧ , ନୟାଗଡ଼ ୨୬ , ନୂଆପଡ଼ା ୫ , ପୁରୀ ୪୮ , ରାୟଗଡ଼ା ୪ , ସମ୍ୱଲପୁର ୧୨ , ସୋନପୁର ୫ , ସୁନ୍ଦରଗଡ଼ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର