ଡିଜିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

The Sakala Picture
Published On

ଭୁବନେଶ୍ବର: ଡିଜିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଡିଜିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ୧୭ ଜଣ ବରିଷ୍ଠ ଆଇପିଏସ ସାମିଲ ହୋଇଥିଲେ। ରାଜ୍ୟରେ ଚାଲିଥିବା ବିଭିନ୍ନ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଛି। ବରିଷ୍ଠ ଆଇପିଏସ ତଥା ଆଇନ ଶୃଙ୍ଖଳା ଏଡିଜି ଆର.କେ.ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଆଇଜି ଆଶିଷ ସିଂ, ଆଇଜି ଅନୁପ ସାହୁ, ଆଇଜି ଏସ୍.ସାଇନି , ଡ଼ିଆଇଜି ବି.ଗଙ୍ଗାଧର ପ୍ରମୁଖ ଉପସ୍ଥିତ […]

ଭୁବନେଶ୍ବର: ଡିଜିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଡିଜିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ୧୭ ଜଣ ବରିଷ୍ଠ ଆଇପିଏସ ସାମିଲ ହୋଇଥିଲେ। ରାଜ୍ୟରେ ଚାଲିଥିବା ବିଭିନ୍ନ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଛି। ବରିଷ୍ଠ ଆଇପିଏସ ତଥା ଆଇନ ଶୃଙ୍ଖଳା ଏଡିଜି ଆର.କେ.ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଆଇଜି ଆଶିଷ ସିଂ, ଆଇଜି ଅନୁପ ସାହୁ, ଆଇଜି ଏସ୍.ସାଇନି , ଡ଼ିଆଇଜି ବି.ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଲୋଚନା କରାଯାଇଛି । ପୁଲିସ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ହେବାକୁ ପରାମର୍ଶ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଉଛି ଜୁଲାଇ ୧ ରୁ ସାରା ଦେଶରେ ଲାଗୁ ହେବାକୁ ଥିବା ନୂଆ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ହଟିବ। ଏହା ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ ଲାଗୁ ହେବ। ଏ ନେଇ ବିଶେଷ ଭାବେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

ଆହୁରି ପଢ଼ନ୍ତୁ: ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ

17 Jun 2024 By The Sakala

ଡିଜିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଡିଜିଙ୍କ କ୍ୟାମ୍ପ ଅଫିସରେ ଆଇପିଏସଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଡିଜିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ୧୭ ଜଣ ବରିଷ୍ଠ ଆଇପିଏସ ସାମିଲ ହୋଇଥିଲେ। ରାଜ୍ୟରେ ଚାଲିଥିବା ବିଭିନ୍ନ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଛି। ବରିଷ୍ଠ ଆଇପିଏସ ତଥା ଆଇନ ଶୃଙ୍ଖଳା ଏଡିଜି ଆର.କେ.ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଆଇଜି ଆଶିଷ ସିଂ, ଆଇଜି ଅନୁପ ସାହୁ, ଆଇଜି ଏସ୍.ସାଇନି , ଡ଼ିଆଇଜି ବି.ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହିଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସପିଙ୍କ ସହ ଆଲୋଚନା କରାଯାଇଛି । ପୁଲିସ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ହେବାକୁ ପରାମର୍ଶ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଉଛି ଜୁଲାଇ ୧ ରୁ ସାରା ଦେଶରେ ଲାଗୁ ହେବାକୁ ଥିବା ନୂଆ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ହଟିବ। ଏହା ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ ଲାଗୁ ହେବ। ଏ ନେଇ ବିଶେଷ ଭାବେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର