ହାଇସ୍କୁଲ ରୂପାନ୍ତରଣ ନେଇ ଗଞ୍ଜାମର ୨୩୩ ହାଇସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ କମିଟି ସହ ୫-ଟି ସଚିବଙ୍କ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା

The Sakala Picture
Published On

ବ୍ରହ୍ମପୁର : ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇପାରିବ। ଭବିଷ୍ୟତ ପିଢ଼ି ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ। ବିଦ୍ୟାଳୟ ରୂପାନ୍ତର ପରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଯାହା ସ୍ଵପ୍ନ ରହିଛି ତାହା ସାକାର […]

ବ୍ରହ୍ମପୁର : ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇପାରିବ। ଭବିଷ୍ୟତ ପିଢ଼ି ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ। ବିଦ୍ୟାଳୟ ରୂପାନ୍ତର ପରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଯାହା ସ୍ଵପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହାୟକ ହେବ। କରୋନା ସମୟରେ ଦେଶର ଅର୍ଥନୀତି ଭୁଶୁଡ଼ି ଯାଇଛି। ତଥାପି ସେହି ସମୟରେ ମୁଖ୍ୟମନ୍ତ୍ରୀ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି। ତେଣୁ ଏହାର ଗୁରୁତ୍ଵ ବୁଝି ଅର୍ଥର ସୁବିନିଯୋଗ ସହ ସବୁଥିରେ ସ୍ଵଚ୍ଛତା ବଜାୟ ରଖି କମ୍ୟୁନିଟି ସହଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଦ୍ବିତୀୟ ପର୍ଯ୍ୟାୟ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସେ ୯ଟି ବ୍ଲକ୍‌ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଯେପରି ସୂଚାରୁ ରୂପେ ସମ୍ପନ୍ନ ହେବ ସେ ନେଇ ୫ – ଟି ସଚିବ ଆଲୋଚନା କରିଛନ୍ତି । ରଙ୍ଗେଇଲୁଣ୍ଡା , ସାନଖେମୁଣ୍ଡି , ବେଲଗୁଣ୍ଠା , ଦିଗପହଣ୍ଡି, ଭଞ୍ଜନଗର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି, ଆସିକା, ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଦ୍ୟାଳୟ କମିଟି ସଭାପତି, ଆଲୁମ୍‌ନୀ, ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ସରପଞ୍ଚ , ବିଡିଓମାନଙ୍କ ସହ ଆଲୋଚନା କରିଥିଲେ ସଚିବ ଶ୍ରୀ ପାଣ୍ଡିଆନ୍ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏହି ରୂପାନ୍ତରିତ କର୍ଯ୍ୟ ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ଭବିଷ୍ୟତ ପିଢି ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ । ବିଦ୍ୟାଳୟ ରୂପାନ୍ତର ପରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ଯହା ସ୍ବପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହାୟକ ହେବ। କରୋନା ସମୟରେ ଦେଶର ଅର୍ଥନୀତି ଭୁଶୁଡି ଯାଇଛି । ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଲାଗି ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ଏହାର ଗୁରୁତ୍ଵ ଏବଂ ଅର୍ଥର ସୁବିନିଯୋଗ ସହ ସବୁଥିରେ ସ୍ୱଚ୍ଛତା ବଜାୟ ରଖି ଗୋଷ୍ଠୀମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ସଚିବ ଶ୍ରୀ ପଣ୍ଡିଆନ୍ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

05 Nov 2021 By The Sakala

ହାଇସ୍କୁଲ ରୂପାନ୍ତରଣ ନେଇ ଗଞ୍ଜାମର ୨୩୩ ହାଇସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ କମିଟି ସହ ୫-ଟି ସଚିବଙ୍କ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା

ବ୍ରହ୍ମପୁର : ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା ନିଶ୍ଚିତ ରୂପେ ସଫଳ ହୋଇପାରିବ। ଭବିଷ୍ୟତ ପିଢ଼ି ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ। ବିଦ୍ୟାଳୟ ରୂପାନ୍ତର ପରେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଯାହା ସ୍ଵପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହାୟକ ହେବ। କରୋନା ସମୟରେ ଦେଶର ଅର୍ଥନୀତି ଭୁଶୁଡ଼ି ଯାଇଛି। ତଥାପି ସେହି ସମୟରେ ମୁଖ୍ୟମନ୍ତ୍ରୀ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌ କାର୍ଯ୍ୟ ସକାଶେ ଅନୁଦାନ ପ୍ରଦାନ କରିଛନ୍ତି। ତେଣୁ ଏହାର ଗୁରୁତ୍ଵ ବୁଝି ଅର୍ଥର ସୁବିନିଯୋଗ ସହ ସବୁଥିରେ ସ୍ଵଚ୍ଛତା ବଜାୟ ରଖି କମ୍ୟୁନିଟି ସହଯୋଗରେ ଏହି କାର୍ଯ୍ୟ ସମ୍ପନ୍ନ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଦ୍ବିତୀୟ ପର୍ଯ୍ୟାୟ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ସେ ୯ଟି ବ୍ଲକ୍‌ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଯେପରି ସୂଚାରୁ ରୂପେ ସମ୍ପନ୍ନ ହେବ ସେ ନେଇ ୫ – ଟି ସଚିବ ଆଲୋଚନା କରିଛନ୍ତି । ରଙ୍ଗେଇଲୁଣ୍ଡା , ସାନଖେମୁଣ୍ଡି , ବେଲଗୁଣ୍ଠା , ଦିଗପହଣ୍ଡି, ଭଞ୍ଜନଗର, ପୁରୁଷୋତ୍ତମପୁର, କୁକୁଡାଖଣ୍ଡି, ଆସିକା, ଖଲ୍ଲିକୋଟ ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଦ୍ୟାଳୟ କମିଟି ସଭାପତି, ଆଲୁମ୍‌ନୀ, ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ସରପଞ୍ଚ , ବିଡିଓମାନଙ୍କ ସହ ଆଲୋଚନା କରିଥିଲେ ସଚିବ ଶ୍ରୀ ପାଣ୍ଡିଆନ୍ ।

ଏହି ରୂପାନ୍ତରିତ କର୍ଯ୍ୟ ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜଣାଇ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ଭବିଷ୍ୟତ ପିଢି ପାଇଁ ଏହା ଅତି ଉତ୍ତମ କାର୍ଯ୍ୟକ୍ରମ । ବିଦ୍ୟାଳୟ ରୂପାନ୍ତର ପରେ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ଯହା ସ୍ବପ୍ନ ରହିଛି ତାହା ସାକାର ହେବା ଦିଗରେ ଅନେକ ସହାୟକ ହେବ। କରୋନା ସମୟରେ ଦେଶର ଅର୍ଥନୀତି ଭୁଶୁଡି ଯାଇଛି । ସେହି ସମୟରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଲାଗି ଅନୁଦାନ ପ୍ରଦାନ କରିଛନ୍ତି । ତେଣୁ ଏହାର ଗୁରୁତ୍ଵ ଏବଂ ଅର୍ଥର ସୁବିନିଯୋଗ ସହ ସବୁଥିରେ ସ୍ୱଚ୍ଛତା ବଜାୟ ରଖି ଗୋଷ୍ଠୀମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ସଚିବ ଶ୍ରୀ ପଣ୍ଡିଆନ୍ ।

https://www.thesakala.in/latest-odisha-news/high-school-transformation-programme-5t-secy-interacts-with-students/article-6626
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର