ତାତିରେ ଜଳୁଛି ସାରା ଓଡ଼ିଶା: ୪୦ ଡିଗ୍ରୀ ଉପରେ ୧୫ ସହର

The Sakala Picture
Published On

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ୪୩.୧ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏନେଇ ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୧.୭ ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୪୨.୭, ଟିଟିଲାଗଡ଼ରେ ଓ ବାରିପଦାରେ ୪୨.୫ ଡିଗ୍ରୀ ରହିଛି। ବଲାଙ୍ଗୀରରେ ୪୨.୪, ତାଳଚେରରେ ୪୨.୩, ସୋନପୁରରେ ୪୧.୮ ଡିଗ୍ରୀ ରହିଛି। […]

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ୪୩.୧ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏନେଇ ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ

ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୧.୭ ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୪୨.୭, ଟିଟିଲାଗଡ଼ରେ ଓ ବାରିପଦାରେ ୪୨.୫ ଡିଗ୍ରୀ ରହିଛି। ବଲାଙ୍ଗୀରରେ ୪୨.୪, ତାଳଚେରରେ ୪୨.୩, ସୋନପୁରରେ ୪୧.୮ ଡିଗ୍ରୀ ରହିଛି। ଝାରସୁଗୁଡ଼ା, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଭବାନୀପାଟଣାର ତାପମାତ୍ରା ୪୧.୦ ଡିଗ୍ରୀ ସେଲସିୟସ ରହିଛି।  ହୀରାକୁଦରେ ୪୦.୯ ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଶ୍ରମିକଙ୍କ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ

27 Apr 2021 By The Sakala

ତାତିରେ ଜଳୁଛି ସାରା ଓଡ଼ିଶା: ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର: ଆଜି ରାଜ୍ଯର ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ୪୩.୧ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଏନେଇ ଭୁବନେଶ୍ବର ଆଞ୍ଚଳିକକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୧.୭ ଡିଗ୍ରୀ ଥିବା ବେଳେ ଅନୁଗୁଳରେ ୪୨.୭, ଟିଟିଲାଗଡ଼ରେ ଓ ବାରିପଦାରେ ୪୨.୫ ଡିଗ୍ରୀ ରହିଛି। ବଲାଙ୍ଗୀରରେ ୪୨.୪, ତାଳଚେରରେ ୪୨.୩, ସୋନପୁରରେ ୪୧.୮ ଡିଗ୍ରୀ ରହିଛି। ଝାରସୁଗୁଡ଼ା, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଭବାନୀପାଟଣାର ତାପମାତ୍ରା ୪୧.୦ ଡିଗ୍ରୀ ସେଲସିୟସ ରହିଛି।  ହୀରାକୁଦରେ ୪୦.୯ ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର