କେନ୍ଦୁଝରରେ ଅଭାବନୀୟ ଘଟଣା, ଘର ଅଗଣାରେ ଖେଳୁଥିବା ବେଳେ ଜେଜେମା ଓ ନାତି ଉପରେ ମାଡିଗଲା ଟ୍ରକ, ଦୁହେଁ ମୃତ

The Sakala Picture
Published On

କେନ୍ଦୁଝର – କେନ୍ଦୁଝର ରେ ବୁଧବାର ରାତ୍ରିରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାସ୍ତାକଡ଼ ଘର ଅଗଣାରେ ବସିଥିବାବେଳେ ଟ୍ରକ ମାଡିଯିବାରୁ ଜେଜେମା ଓ ବର୍ଷକର ନାତି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 8 ଟାରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ନିକଟ ରାସ୍ତା କଡରେ ଘର ଥିବା ଜେଜେମା ସୁମିତ୍ରା ମହାନ୍ତ (60) ଏବଂ ତାଙ୍କ ବର୍ଷକର ନାତି ଶୁଭ୍ରାଂଶୁ ଘର ଅଗଣାରେ ବସି ଥିଲେ […]

କେନ୍ଦୁଝର – କେନ୍ଦୁଝର ରେ ବୁଧବାର ରାତ୍ରିରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାସ୍ତାକଡ଼ ଘର ଅଗଣାରେ ବସିଥିବାବେଳେ ଟ୍ରକ ମାଡିଯିବାରୁ ଜେଜେମା ଓ ବର୍ଷକର ନାତି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 8 ଟାରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ନିକଟ ରାସ୍ତା କଡରେ ଘର ଥିବା ଜେଜେମା ସୁମିତ୍ରା ମହାନ୍ତ (60) ଏବଂ ତାଙ୍କ ବର୍ଷକର ନାତି ଶୁଭ୍ରାଂଶୁ ଘର ଅଗଣାରେ ବସି ଥିଲେ । ଏତିକିବେଳେ ଜାତୀୟ ରାଜପଥ-20 ର କେନ୍ଦୁଝର ଆଡୁ ଯୋଡ଼ା ଆଡ଼କୁ ଲୁହାପଥର ଲୋଡ଼ କରିବାକୁ ଯାଉଥିବା ଏକ ବାରଚକିଆ ଟ୍ରକ ଭାରସାମ୍ୟ ହରାଇ ଘର ଆଡ଼କୁ ଯାଇ ଅଗଣାରେ ଥିବା ଜେଜେମା ଓ ନାତି ଉପରେ ମାଡି ଯାଇଥିଲା। ପଳରେ ସେମାନେ ଉଭୟ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସଦର ପୋଲିସ ଦୁର୍ଘଟଣା ଗସ୍ତ ଟ୍ରକ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣା କୁ ନେଇ ସେଠାରେ ଚାପା ଉତେଜନା ଦେଖାଦେଇଥିବାବେଳେ ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

02 Jun 2021 By The Sakala

କେନ୍ଦୁଝରରେ ଅଭାବନୀୟ ଘଟଣା, ଘର ଅଗଣାରେ ଖେଳୁଥିବା ବେଳେ ଜେଜେମା ଓ ନାତି ଉପରେ ମାଡିଗଲା ଟ୍ରକ, ଦୁହେଁ ମୃତ

କେନ୍ଦୁଝର – କେନ୍ଦୁଝର ରେ ବୁଧବାର ରାତ୍ରିରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାସ୍ତାକଡ଼ ଘର ଅଗଣାରେ ବସିଥିବାବେଳେ ଟ୍ରକ ମାଡିଯିବାରୁ ଜେଜେମା ଓ ବର୍ଷକର ନାତି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 8 ଟାରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ନିକଟ ରାସ୍ତା କଡରେ ଘର ଥିବା ଜେଜେମା ସୁମିତ୍ରା ମହାନ୍ତ (60) ଏବଂ ତାଙ୍କ ବର୍ଷକର ନାତି ଶୁଭ୍ରାଂଶୁ ଘର ଅଗଣାରେ ବସି ଥିଲେ । ଏତିକିବେଳେ ଜାତୀୟ ରାଜପଥ-20 ର କେନ୍ଦୁଝର ଆଡୁ ଯୋଡ଼ା ଆଡ଼କୁ ଲୁହାପଥର ଲୋଡ଼ କରିବାକୁ ଯାଉଥିବା ଏକ ବାରଚକିଆ ଟ୍ରକ ଭାରସାମ୍ୟ ହରାଇ ଘର ଆଡ଼କୁ ଯାଇ ଅଗଣାରେ ଥିବା ଜେଜେମା ଓ ନାତି ଉପରେ ମାଡି ଯାଇଥିଲା। ପଳରେ ସେମାନେ ଉଭୟ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସଦର ପୋଲିସ ଦୁର୍ଘଟଣା ଗସ୍ତ ଟ୍ରକ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣା କୁ ନେଇ ସେଠାରେ ଚାପା ଉତେଜନା ଦେଖାଦେଇଥିବାବେଳେ ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

https://www.thesakala.in/latest-odisha-news/grand-mother-and-her-grandson-were-hit-by-a-truck-while-playing-in-the-backyard-2-dead/article-2624
Join Us @ WhatsApp

About The Author

02 Jun 2021 By The Sakala

କେନ୍ଦୁଝରରେ ଅଭାବନୀୟ ଘଟଣା, ଘର ଅଗଣାରେ ଖେଳୁଥିବା ବେଳେ ଜେଜେମା ଓ ନାତି ଉପରେ ମାଡିଗଲା ଟ୍ରକ, ଦୁହେଁ ମୃତ

କେନ୍ଦୁଝର – କେନ୍ଦୁଝର ରେ ବୁଧବାର ରାତ୍ରିରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାସ୍ତାକଡ଼ ଘର ଅଗଣାରେ ବସିଥିବାବେଳେ ଟ୍ରକ ମାଡିଯିବାରୁ ଜେଜେମା ଓ ବର୍ଷକର ନାତି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 8 ଟାରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ନିକଟ ରାସ୍ତା କଡରେ ଘର ଥିବା ଜେଜେମା ସୁମିତ୍ରା ମହାନ୍ତ (60) ଏବଂ ତାଙ୍କ ବର୍ଷକର ନାତି ଶୁଭ୍ରାଂଶୁ ଘର ଅଗଣାରେ ବସି ଥିଲେ । ଏତିକିବେଳେ ଜାତୀୟ ରାଜପଥ-20 ର କେନ୍ଦୁଝର ଆଡୁ ଯୋଡ଼ା ଆଡ଼କୁ ଲୁହାପଥର ଲୋଡ଼ କରିବାକୁ ଯାଉଥିବା ଏକ ବାରଚକିଆ ଟ୍ରକ ଭାରସାମ୍ୟ ହରାଇ ଘର ଆଡ଼କୁ ଯାଇ ଅଗଣାରେ ଥିବା ଜେଜେମା ଓ ନାତି ଉପରେ ମାଡି ଯାଇଥିଲା। ପଳରେ ସେମାନେ ଉଭୟ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସଦର ପୋଲିସ ଦୁର୍ଘଟଣା ଗସ୍ତ ଟ୍ରକ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣା କୁ ନେଇ ସେଠାରେ ଚାପା ଉତେଜନା ଦେଖାଦେଇଥିବାବେଳେ ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର