ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

The Sakala Picture
Published On

ଭୁବନେଶ୍ବର : ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏ ମାଟି ଓଡ଼ିଶା ଓ ଜାତି ଓଡ଼ିଆ ଶୀର୍ଷକରେ ସେ କଣ୍ଠଦାନ କରିଛନ୍ତି । ନିଳାଦ୍ରୀବିହାରର ଏକ ଷ୍ଟୁଡିଓରେ ଗୀତଟିର ଡବିଂ ହୋଇଛି । ସଂଗୀତଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷିତ ହୋଇଛି ଏହି ଗୀତ । ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ। ହଜି ଯାଉଥିବା ଲୋକ କଥାକୁ […]

ଭୁବନେଶ୍ବର : ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏ ମାଟି ଓଡ଼ିଶା ଓ ଜାତି ଓଡ଼ିଆ ଶୀର୍ଷକରେ ସେ କଣ୍ଠଦାନ କରିଛନ୍ତି । ନିଳାଦ୍ରୀବିହାରର ଏକ ଷ୍ଟୁଡିଓରେ ଗୀତଟିର ଡବିଂ ହୋଇଛି । ସଂଗୀତଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷିତ ହୋଇଛି ଏହି ଗୀତ ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ। ହଜି ଯାଉଥିବା ଲୋକ କଥାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି। ଅନ୍ୟପଟେ ପ୍ରଥମ ଥର ମହାମହିମ ରାଜ୍ୟପାଳ ଓଡ଼ିଆ ଗୀତରେ କଣ୍ଠ ଦାନ କାରି ଓଡିଆ ଭାଷା ସଂସ୍କୃତି ଓ ଅସ୍ମିତାକୁ ମନେ ପକାଇଛନ୍ତି। ଓଡ଼ିଶାର ଲୁଚି ଯାଉଥିବା କଥା ଓ ଶବ୍ଦ ଏଥିରେ ସ୍ଥାନ ପାଇଛି । ରାଜ୍ୟର ଆଗ ଧାଡ଼ିର ୧୪ ଜଣ କଣ୍ଠଶିଳ୍ପୀ ସଂଗୀତରେ କଣ୍ଠଦାନ କରିଥିବାବେଳେ ଗୀତଟିକୁ ବସନ୍ତରାଜ ସାମଲ ରଚନା କରିଛନ୍ତି । ମ୍ୟୁଜିକ୍ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

28 Feb 2021 By The Sakala

ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏ ମାଟି ଓଡ଼ିଶା ଓ ଜାତି ଓଡ଼ିଆ ଶୀର୍ଷକରେ ସେ କଣ୍ଠଦାନ କରିଛନ୍ତି । ନିଳାଦ୍ରୀବିହାରର ଏକ ଷ୍ଟୁଡିଓରେ ଗୀତଟିର ଡବିଂ ହୋଇଛି । ସଂଗୀତଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷିତ ହୋଇଛି ଏହି ଗୀତ ।

ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ। ହଜି ଯାଉଥିବା ଲୋକ କଥାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି। ଅନ୍ୟପଟେ ପ୍ରଥମ ଥର ମହାମହିମ ରାଜ୍ୟପାଳ ଓଡ଼ିଆ ଗୀତରେ କଣ୍ଠ ଦାନ କାରି ଓଡିଆ ଭାଷା ସଂସ୍କୃତି ଓ ଅସ୍ମିତାକୁ ମନେ ପକାଇଛନ୍ତି। ଓଡ଼ିଶାର ଲୁଚି ଯାଉଥିବା କଥା ଓ ଶବ୍ଦ ଏଥିରେ ସ୍ଥାନ ପାଇଛି । ରାଜ୍ୟର ଆଗ ଧାଡ଼ିର ୧୪ ଜଣ କଣ୍ଠଶିଳ୍ପୀ ସଂଗୀତରେ କଣ୍ଠଦାନ କରିଥିବାବେଳେ ଗୀତଟିକୁ ବସନ୍ତରାଜ ସାମଲ ରଚନା କରିଛନ୍ତି । ମ୍ୟୁଜିକ୍ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର