ମନୋରଞ୍ଜନ
ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ, ୪୦ ମିନିଟ୍ ଧରି ଜଳିଲା ଇଞ୍ଜିନ୍
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । ମାଲବାହୀ ଟ୍ରେନଟି ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ପ୍ରାୟ ୪୦ ମିନିଟ୍ ଧରି ନିଆଁ ଜଳୁଥିବା ଜଣାପଡ଼ିଛି । ଫଳରେ ଇଞ୍ଜିନର ବହୁ ଅଂଶ ପୋଡ଼ି ଯାଇଛି। ସର୍ଟ ସର୍କିଟରୁ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । ମାଲବାହୀ ଟ୍ରେନଟି ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ପ୍ରାୟ ୪୦ ମିନିଟ୍ ଧରି ନିଆଁ ଜଳୁଥିବା ଜଣାପଡ଼ିଛି । ଫଳରେ ଇଞ୍ଜିନର ବହୁ ଅଂଶ ପୋଡ଼ି ଯାଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ଅଧିକାରୀ।