ଅସହାୟଙ୍କ ସାହା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ

The Sakala Picture
Published On

ଲଙ୍ଗଳେଶ୍ବର: କରୋନା କାଳରେ କେତେ ଲୋକଙ୍କର ଘର ଉଜାଡିଯାଇଛି। କେତେ ପିଲା ଅନାଥ ହୋଇଛନ୍ତି। ମହାମାରୀ ଛଡାଇ ନେଇଛି ହସଖୁସିର ସଂସାର। କରୋନାର କୋପଦୃଷ୍ଟିରେ ଶିକାର ହୋଇ ରାହା ଖୋଜୁଥିବା ୧୨ ବର୍ଷର ଝିଅ ଜ୍ୟୋତିଶ୍ରୀଙ୍କ ଠାରେ ପହଞ୍ଚିଛନ୍ତି ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା । ଜ୍ୟୋତିଶ୍ରୀଙ୍କୁ ନିଜ ଝିଅ ରୂପରେ ଗ୍ରହଣ କରି ତାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । […]

ଲଙ୍ଗଳେଶ୍ବର: କରୋନା କାଳରେ କେତେ ଲୋକଙ୍କର ଘର ଉଜାଡିଯାଇଛି। କେତେ ପିଲା ଅନାଥ ହୋଇଛନ୍ତି। ମହାମାରୀ ଛଡାଇ ନେଇଛି ହସଖୁସିର ସଂସାର। କରୋନାର କୋପଦୃଷ୍ଟିରେ ଶିକାର ହୋଇ ରାହା ଖୋଜୁଥିବା ୧୨ ବର୍ଷର ଝିଅ ଜ୍ୟୋତିଶ୍ରୀଙ୍କ ଠାରେ ପହଞ୍ଚିଛନ୍ତି ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା । ଜ୍ୟୋତିଶ୍ରୀଙ୍କୁ ନିଜ ଝିଅ ରୂପରେ ଗ୍ରହଣ କରି ତାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଝିଅର ଦୁଃଖଦ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ମହିଳା ଜନତା ଦଳର ସଭାପତି ସୁବାସିନୀ ଜେନା ଆଜି ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗ୍ରାମର ସ୍ବର୍ଗତ ମଧୁସୂଦନ ପରିଡାଙ୍କ ଘରେ ପହଞ୍ଚିଥିଲେ ଏବଂ ରାଜ୍ୟ ସରକାରଙ୍କ ଅନାଥ ଯୋଜନାରେ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ନେଇ ଚେଷ୍ଟା କରିବା ସହ ନିଜେ କିଛି ଆର୍ଥିକ ସହାୟତା ପ୍ରଦାନ କରି ତାର ଭଲମନ୍ଦ ସବୁଦିନ ବୁଝିବେ ବୋଲି ଶ୍ରୀମତୀ ଜେନା ପ୍ରତିଶୃତି ଦେଇଥିଲେ । ଶ୍ରୀମତୀ ଜେନାଙ୍କ ଗସ୍ତ ସମୟରେ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସହ ବରିଷ୍ଠ ବିଜେଡି କର୍ମକର୍ତ୍ତା ଉପସ୍ଥିତ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

14 Jul 2021 By The Sakala

ଅସହାୟଙ୍କ ସାହା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ

ଲଙ୍ଗଳେଶ୍ବର: କରୋନା କାଳରେ କେତେ ଲୋକଙ୍କର ଘର ଉଜାଡିଯାଇଛି। କେତେ ପିଲା ଅନାଥ ହୋଇଛନ୍ତି। ମହାମାରୀ ଛଡାଇ ନେଇଛି ହସଖୁସିର ସଂସାର। କରୋନାର କୋପଦୃଷ୍ଟିରେ ଶିକାର ହୋଇ ରାହା ଖୋଜୁଥିବା ୧୨ ବର୍ଷର ଝିଅ ଜ୍ୟୋତିଶ୍ରୀଙ୍କ ଠାରେ ପହଞ୍ଚିଛନ୍ତି ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା । ଜ୍ୟୋତିଶ୍ରୀଙ୍କୁ ନିଜ ଝିଅ ରୂପରେ ଗ୍ରହଣ କରି ତାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଝିଅର ଦୁଃଖଦ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ମହିଳା ଜନତା ଦଳର ସଭାପତି ସୁବାସିନୀ ଜେନା ଆଜି ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗ୍ରାମର ସ୍ବର୍ଗତ ମଧୁସୂଦନ ପରିଡାଙ୍କ ଘରେ ପହଞ୍ଚିଥିଲେ ଏବଂ ରାଜ୍ୟ ସରକାରଙ୍କ ଅନାଥ ଯୋଜନାରେ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ନେଇ ଚେଷ୍ଟା କରିବା ସହ ନିଜେ କିଛି ଆର୍ଥିକ ସହାୟତା ପ୍ରଦାନ କରି ତାର ଭଲମନ୍ଦ ସବୁଦିନ ବୁଝିବେ ବୋଲି ଶ୍ରୀମତୀ ଜେନା ପ୍ରତିଶୃତି ଦେଇଥିଲେ । ଶ୍ରୀମତୀ ଜେନାଙ୍କ ଗସ୍ତ ସମୟରେ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସହ ବରିଷ୍ଠ ବିଜେଡି କର୍ମକର୍ତ୍ତା ଉପସ୍ଥିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର