କିରାସିନି ଢାଳି ନିଜକୁ ଜାଳିଦେଲେ ବୃଦ୍ଧ

The Sakala Picture
Published On

ଦିଗପହଣ୍ଡି: କିରାସିନି ଢାଳି ନିଆଁ ଲଗାଇ ଜୀଅନ୍ତା ଜଳିଗଲେ ବୃଦ୍ଧ। ସୁଇସାଇଡ୍‌ ନୋଟ୍‌ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ। ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୂର ପଞ୍ଚାୟତ ବଢିଆଓସ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତାଙ୍କୁ ଉଦ୍ଧାର କରାଯାଇ ଆଡପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃକଙ୍କ ନାଁ ପୀତବାସ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର