ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଛଡ଼ାଇ ନେଲେ ଉତ୍ତ୍ୟକ୍ତ ଲୋକେ

The Sakala Picture
Published On

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତରେ ଶୁକ୍ରବାର ସରପଞ୍ଚ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଉତ୍ତ୍ୟକ୍ତ ଜନତା ଛଡ଼ାଇ ନେଇଥିବା ଖବର ମିଳିଛି। ଆଙ୍କୁଲି ପଞ୍ଚାୟତରେ ବହୁ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ରହିଛି। ଏହାକୁ ନେଇ ଆଦିବାସୀମାନେ ବିରୋଧ କରି ସରପଞ୍ଚ ଏବଂ ୱାର୍ଡ ପ୍ରାର୍ଥୀ ନଦେବାକୁ ସ୍ଥିର କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲ ହେବାର […]

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତରେ ଶୁକ୍ରବାର ସରପଞ୍ଚ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଉତ୍ତ୍ୟକ୍ତ ଜନତା ଛଡ଼ାଇ ନେଇଥିବା ଖବର ମିଳିଛି। ଆଙ୍କୁଲି ପଞ୍ଚାୟତରେ ବହୁ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ରହିଛି। ଏହାକୁ ନେଇ ଆଦିବାସୀମାନେ ବିରୋଧ କରି ସରପଞ୍ଚ ଏବଂ ୱାର୍ଡ ପ୍ରାର୍ଥୀ ନଦେବାକୁ ସ୍ଥିର କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲ ହେବାର ଶେଷ ଦିନ ହୋଇଥିବା ବେଳେ ଜଣେ ମହିଳା ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବା ଦେଖି ଲୋକମାନେ ପହଞ୍ଚି ତାହା ଛଡ଼ାଇ ନେଇଥିଲେ। ଏନେଇ ଖବର ପାଇ ପୁଲିସ ପାହାଡ଼ ଉପରେ ପହଞ୍ଚିବା ଦେଖି ରୁଣ୍ଡ ହୋଇଥିବା ଲୋକମାନେ ଚାଲି ଯାଇଥିଲେ। ଏହି ପଞ୍ଚାୟତରେ ୧୨ଟି ୱାର୍ଡ ଥିବା ବେଳେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

21 Jan 2022 By The Sakala

ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଛଡ଼ାଇ ନେଲେ ଉତ୍ତ୍ୟକ୍ତ ଲୋକେ

ପାତ୍ରପୁର: ପାତ୍ରପୁର ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତରେ ଶୁକ୍ରବାର ସରପଞ୍ଚ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଉତ୍ତ୍ୟକ୍ତ ଜନତା ଛଡ଼ାଇ ନେଇଥିବା ଖବର ମିଳିଛି। ଆଙ୍କୁଲି ପଞ୍ଚାୟତରେ ବହୁ ଆଦିବାସୀ ବର୍ଗର ଲୋକମାନେ ବସବାସ କରନ୍ତି। ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ରହିଛି। ଏହାକୁ ନେଇ ଆଦିବାସୀମାନେ ବିରୋଧ କରି ସରପଞ୍ଚ ଏବଂ ୱାର୍ଡ ପ୍ରାର୍ଥୀ ନଦେବାକୁ ସ୍ଥିର କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲ ହେବାର ଶେଷ ଦିନ ହୋଇଥିବା ବେଳେ ଜଣେ ମହିଳା ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିବା ଦେଖି ଲୋକମାନେ ପହଞ୍ଚି ତାହା ଛଡ଼ାଇ ନେଇଥିଲେ। ଏନେଇ ଖବର ପାଇ ପୁଲିସ ପାହାଡ଼ ଉପରେ ପହଞ୍ଚିବା ଦେଖି ରୁଣ୍ଡ ହୋଇଥିବା ଲୋକମାନେ ଚାଲି ଯାଇଥିଲେ। ଏହି ପଞ୍ଚାୟତରେ ୧୨ଟି ୱାର୍ଡ ଥିବା ବେଳେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାଯାଇଛି।

https://www.thesakala.in/latest-odisha-news/ganjam/people-snatched-sarpanch-candidates-nomination-papers/article-8633
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର