କଦଳୀ ବୋଝେଇ ଗାଡ଼ିରୁ ୧ ଟନ୍ ଗଞ୍ଜେଇ ଜବତ, ୨ ଗିରଫ

The Sakala Picture
Published On

କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଚାଲାଣ ହେଉଥିଲା ଟନ ଟନ ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁରରୁ କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ । ବାହାରେ କଦଳୀ ଭିତରେ ଥିଲା ପୁଳାପୁଳା ଗଞ୍ଜେଇ ।  ଜୟପୁର ସଦର ପୋଲିସ ନାକାବନ୍ଦୀ କରି ଜୟପୁରରେ ଟ୍ରକ ଯାଞ୍ଚ କରିବା ପରେ ସେଥିରେ ବିପୁଳ […]

କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଚାଲାଣ ହେଉଥିଲା ଟନ ଟନ ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁରରୁ କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ । ବାହାରେ କଦଳୀ ଭିତରେ ଥିଲା ପୁଳାପୁଳା ଗଞ୍ଜେଇ ।  ଜୟପୁର ସଦର ପୋଲିସ ନାକାବନ୍ଦୀ କରି ଜୟପୁରରେ ଟ୍ରକ ଯାଞ୍ଚ କରିବା ପରେ ସେଥିରେ ବିପୁଳ ଗଞ୍ଜେଇ ଥିବା ଜଣା ପଡିଛି l

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଜୟପୁର କୋରାପୁଟ ଘାଟରୁ ଜବତ ହୋଇଛି କଦଳୀ ବୋଝେଇ ଗଞ୍ଜେଇ ଟ୍ରକ । ବାହାର ରାଜ୍ୟକୁ ଚାଲାଣ ବେଳେ ଟ୍ରକକୁ ଜବତ କରିଛି ସଦର ପୋଲିସ । ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏକ ଟନରୁ ଉର୍ଦ୍ଧ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

31 Aug 2021 By The Sakala

କଦଳୀ ବୋଝେଇ ଗାଡ଼ିରୁ ୧ ଟନ୍ ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଚାଲାଣ ହେଉଥିଲା ଟନ ଟନ ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁରରୁ କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ । ବାହାରେ କଦଳୀ ଭିତରେ ଥିଲା ପୁଳାପୁଳା ଗଞ୍ଜେଇ ।  ଜୟପୁର ସଦର ପୋଲିସ ନାକାବନ୍ଦୀ କରି ଜୟପୁରରେ ଟ୍ରକ ଯାଞ୍ଚ କରିବା ପରେ ସେଥିରେ ବିପୁଳ ଗଞ୍ଜେଇ ଥିବା ଜଣା ପଡିଛି l

ଜୟପୁର କୋରାପୁଟ ଘାଟରୁ ଜବତ ହୋଇଛି କଦଳୀ ବୋଝେଇ ଗଞ୍ଜେଇ ଟ୍ରକ । ବାହାର ରାଜ୍ୟକୁ ଚାଲାଣ ବେଳେ ଟ୍ରକକୁ ଜବତ କରିଛି ସଦର ପୋଲିସ । ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଏକ ଟନରୁ ଉର୍ଦ୍ଧ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି ।

https://www.thesakala.in/latest-odisha-news/ganja-seized-worth-one-crore-from-koraput/article-5062
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର