ମୋଟର ଆସୋସିଏସନର ପ୍ରାକ୍ତନ ସଭାପତି ଅନ୍ତର୍ଯ୍ୟାମୀ ଦାସଙ୍କ ପରଲୋକ
ନୟାଗଡ଼: ନୟାଗଡ଼ ମୋଟର ଆସୋସିଏସନର ସଭାପତି, ନୟାଗଡ଼ ଏନଏସି ପୂର୍ବତନ କାଉନସିଲର ଅନ୍ତର୍ଯ୍ୟାମୀ ଦାଶଙ୍କ ପରଲୋକ ଘଟିଛି। ଫୁଟବଲ ଖେଳାଳି ତଥା ନୟାଗଡ଼ର ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକାରୀ ଥିଲେ ଅନ୍ତର୍ଯ୍ୟାମୀ ଦାଶ । ୯୨ ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ରବିବାର ସକାଳୁ ପରଲୋକ ଘଟିଛି। ଅତ୍ୟନ୍ତ ମେଳାପୀ, ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଶୋକର ଛାୟା ଖେଳି ଯାଇଛି। ଏହି ଦୁଃଖଦ ଖବର ପାଇ ନୟାଗଡ଼ […]
ନୟାଗଡ଼: ନୟାଗଡ଼ ମୋଟର ଆସୋସିଏସନର ସଭାପତି, ନୟାଗଡ଼ ଏନଏସି ପୂର୍ବତନ କାଉନସିଲର ଅନ୍ତର୍ଯ୍ୟାମୀ ଦାଶଙ୍କ ପରଲୋକ ଘଟିଛି। ଫୁଟବଲ ଖେଳାଳି ତଥା ନୟାଗଡ଼ର ପ୍ରଥମ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକାରୀ ଥିଲେ ଅନ୍ତର୍ଯ୍ୟାମୀ ଦାଶ । ୯୨ ବର୍ଷ ବୟସରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ବାସଭବନରେ ରବିବାର ସକାଳୁ ପରଲୋକ ଘଟିଛି। ଅତ୍ୟନ୍ତ ମେଳାପୀ, ସ୍ନେହୀ ଥିବା ନୟାଗଡ଼ର ଏହି ବରିଷ୍ଠ ନାଗରିକଙ୍କ ପରଲୋକରେ ଶୋକର ଛାୟା ଖେଳି ଯାଇଛି।
ଏହି ଦୁଃଖଦ ଖବର ପାଇ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ପୁରୀ ସ୍ଵର୍ଗଦ୍ଵାରଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପୁଅ ଗୌରୀ ଶଙ୍କର ଦାଶ ସୂଚନା ଦେଇଛନ୍ତି।