ଡିସିପିଙ୍କୁ ଭେଟିଲେ ପୂର୍ବତନ ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ

The Sakala Picture
Published On

ଭୁବନେଶ୍ୱର: ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ। ଭୁବନେଶ୍ୱର ଡିସିପି ଅଫିସକୁ ଆସି ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ ସହ କିଭଳି ମାନସିକ ଚାପରେ ଅଛନ୍ତି କହିଛନ୍ତି ସୁନୀତି ମୁଣ୍ଡ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତ ୪ ତାରିଖରେ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନେଇ ସେ ମାନସିକ ଭାବେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ଏପରିକି ସାମାଜିକ ସ୍ତରରେ ମଧ୍ୟ ତାଙ୍କର ମାନହାନି ହୋଇଛି। […]

ଭୁବନେଶ୍ୱର: ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ। ଭୁବନେଶ୍ୱର ଡିସିପି ଅଫିସକୁ ଆସି ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ ସହ କିଭଳି ମାନସିକ ଚାପରେ ଅଛନ୍ତି କହିଛନ୍ତି ସୁନୀତି ମୁଣ୍ଡ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତ ୪ ତାରିଖରେ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନେଇ ସେ ମାନସିକ ଭାବେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ଏପରିକି ସାମାଜିକ ସ୍ତରରେ ମଧ୍ୟ ତାଙ୍କର ମାନହାନି ହୋଇଛି। ଅନ୍ୟପଟେ ସେ ଦଳର କୌଣସି କ୍ଷତି କରିନାହାନ୍ତି ବୋଲି କହିଛନ୍ତି। ସୁଧାଂଶୁ ନାୟକ ଯିଏ ଭଣ୍ଡାରିପୋଖରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ତାଙ୍କ ପାଇଁ ସୁନୀତିଙ୍କର ଥିବା ଏକ ମିଡ଼ିଆ ଫାର୍ମ ନିର୍ବାଚନ କାମ କରିଥିଲା। ଯେଉଁଥି ପାଇଁ ସେ ଆକାଉଣ୍ଟ ଜରିଆରେ ଟଙ୍କା ଆଣିଥିଲେ। ହେଲେ ସେ ଏଥିପାଇଁ ଧମକ ଦେବା ସହ ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିଦେବେ ବୋଲି ଧମକ ଦେଇଥିଲେ। ଆଉ ସେଥିରେ ସେ ସଫଳ ହୋଇଛନ୍ତି। କିଛି କୁଚକ୍ରୀଙ୍କୁ ଧରି ତାଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି ବୋଲି ଅଭିଯୋଗ କହିଛନ୍ତି। ତେଣୁ ଦଳର ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ବିଚାର କରିବେ। ହେଲେ ଏବେ ମାନସିକ ଭାବେ ଆଘାତପ୍ରାପ୍ତ ଥିବାରୁ ଡିସିପି ଅଫିସ୍ ଆସି ଆଲୋଚନା କରିଥିବା କହିଛନ୍ତି ସୁନିତୀ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

09 Sep 2024 By The Sakala

ଡିସିପିଙ୍କୁ ଭେଟିଲେ ପୂର୍ବତନ ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ

ଭୁବନେଶ୍ୱର: ଡିସିପିଙ୍କୁ ଭେଟିଲେ ପୂର୍ବତନ ବିଜେପି ମେୟର ପ୍ରାର୍ଥୀ ସୁନିତୀ ମୁଣ୍ଡ। ଭୁବନେଶ୍ୱର ଡିସିପି ଅଫିସକୁ ଆସି ତାଙ୍କ ବିରୋଧରେ ଆସିଥିବା ଅର୍ଥ ହେରଫେର ଅଭିଯୋଗ ସହ କିଭଳି ମାନସିକ ଚାପରେ ଅଛନ୍ତି କହିଛନ୍ତି ସୁନୀତି ମୁଣ୍ଡ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତ ୪ ତାରିଖରେ ତାଙ୍କ ସହ ଯେଭଳି ବ୍ୟବହାର କରାଗଲା ତାକୁ ନେଇ ସେ ମାନସିକ ଭାବେ ଆଘାତ ପାଇଛନ୍ତି ବୋଲି କହିଛନ୍ତି। ଏପରିକି ସାମାଜିକ ସ୍ତରରେ ମଧ୍ୟ ତାଙ୍କର ମାନହାନି ହୋଇଛି। ଅନ୍ୟପଟେ ସେ ଦଳର କୌଣସି କ୍ଷତି କରିନାହାନ୍ତି ବୋଲି କହିଛନ୍ତି। ସୁଧାଂଶୁ ନାୟକ ଯିଏ ଭଣ୍ଡାରିପୋଖରୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ ତାଙ୍କ ପାଇଁ ସୁନୀତିଙ୍କର ଥିବା ଏକ ମିଡ଼ିଆ ଫାର୍ମ ନିର୍ବାଚନ କାମ କରିଥିଲା। ଯେଉଁଥି ପାଇଁ ସେ ଆକାଉଣ୍ଟ ଜରିଆରେ ଟଙ୍କା ଆଣିଥିଲେ। ହେଲେ ସେ ଏଥିପାଇଁ ଧମକ ଦେବା ସହ ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିଦେବେ ବୋଲି ଧମକ ଦେଇଥିଲେ। ଆଉ ସେଥିରେ ସେ ସଫଳ ହୋଇଛନ୍ତି। କିଛି କୁଚକ୍ରୀଙ୍କୁ ଧରି ତାଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି ବୋଲି ଅଭିଯୋଗ କହିଛନ୍ତି। ତେଣୁ ଦଳର ବରିଷ୍ଠ ଅଧିକାରୀମାନେ ଏହାକୁ ନେଇ ବିଚାର କରିବେ। ହେଲେ ଏବେ ମାନସିକ ଭାବେ ଆଘାତପ୍ରାପ୍ତ ଥିବାରୁ ଡିସିପି ଅଫିସ୍ ଆସି ଆଲୋଚନା କରିଥିବା କହିଛନ୍ତି ସୁନିତୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର