ପୁଅର ଅମାନବୀୟ କାଣ୍ଡ: ନିଶାରେ ମାରିଲା ବାପାକୁ, ମାଆ ଗୁରୁତର

The Sakala Picture
Published On

ବାଲେଶ୍ବର: ନିଶା ପାଇଁ ଚାଲି ଜାଇଛି ଏକ ଅମୂଲ୍ଯ ଜୀବନ। ନିଶାରେ ଥିବା ବେଳେ ନିଜ ବାପାକୁ ମାରିବାକୁ ପଛାଇ ନାହିଁ  ପୁଅ। ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ଗାଁରେ। ସୂଚନା ଅନୁଯାୟୀ,  ଗତକାଲି ରାତିରେ ପୁଅ ଦେବଜ୍ୟୋତି ଦାସ ଘରକୁ ଆସି ନିଶାସକ୍ତ ଅବସ୍ଥାରେ ମାଆ ଅନୀତାଙ୍କୁ ମାଡ଼ ମାରିଥିଲା। ମାଆ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିବା ବେଳେ ବାପା ଭରତ ଦାସଙ୍କୁ ମଧ୍ୟ […]

ବାଲେଶ୍ବର: ନିଶା ପାଇଁ ଚାଲି ଜାଇଛି ଏକ ଅମୂଲ୍ଯ ଜୀବନ। ନିଶାରେ ଥିବା ବେଳେ ନିଜ ବାପାକୁ ମାରିବାକୁ ପଛାଇ ନାହିଁ  ପୁଅ। ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ଗାଁରେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନା ଅନୁଯାୟୀ,  ଗତକାଲି ରାତିରେ ପୁଅ ଦେବଜ୍ୟୋତି ଦାସ ଘରକୁ ଆସି ନିଶାସକ୍ତ ଅବସ୍ଥାରେ ମାଆ ଅନୀତାଙ୍କୁ ମାଡ଼ ମାରିଥିଲା। ମାଆ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିବା ବେଳେ ବାପା ଭରତ ଦାସଙ୍କୁ ମଧ୍ୟ ଆକ୍ରମଣ କରିଥିଲା ପୁଅ। ଆକ୍ରମଣରେ ବାପା ଭରତଙ୍କର ମୃତ୍ୟୁ ହୋଇଛି। ମା’ ଅନିତାଙ୍କୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ପୁଅ ଦେବଜ୍ୟୋତି ଫେରାର ହୋଇଯାଇଛି

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

03 Mar 2021 By The Sakala

ପୁଅର ଅମାନବୀୟ କାଣ୍ଡ: ନିଶାରେ ମାରିଲା ବାପାକୁ, ମାଆ ଗୁରୁତର

ବାଲେଶ୍ବର: ନିଶା ପାଇଁ ଚାଲି ଜାଇଛି ଏକ ଅମୂଲ୍ଯ ଜୀବନ। ନିଶାରେ ଥିବା ବେଳେ ନିଜ ବାପାକୁ ମାରିବାକୁ ପଛାଇ ନାହିଁ  ପୁଅ। ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ଗାଁରେ।

ସୂଚନା ଅନୁଯାୟୀ,  ଗତକାଲି ରାତିରେ ପୁଅ ଦେବଜ୍ୟୋତି ଦାସ ଘରକୁ ଆସି ନିଶାସକ୍ତ ଅବସ୍ଥାରେ ମାଆ ଅନୀତାଙ୍କୁ ମାଡ଼ ମାରିଥିଲା। ମାଆ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିବା ବେଳେ ବାପା ଭରତ ଦାସଙ୍କୁ ମଧ୍ୟ ଆକ୍ରମଣ କରିଥିଲା ପୁଅ। ଆକ୍ରମଣରେ ବାପା ଭରତଙ୍କର ମୃତ୍ୟୁ ହୋଇଛି। ମା’ ଅନିତାଙ୍କୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ପୁଅ ଦେବଜ୍ୟୋତି ଫେରାର ହୋଇଯାଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର