ନଡ଼ା ପୋଡ଼ିରୁ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ଚାଷୀ

The Sakala Picture
Published On

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରରେ ରବିବାର ଅଭାବନୀୟ ଘଟଣା ଘଟିିଛି। ଜଣେ ଚାଷୀ  ବିଲରୁ ଧାନ କଟାଯିବା ପରେ ସେଠାରେ ରହିଯାଉଥିବା ଅବଶେଷ ପୋଡ଼ିବାକୁ ଯାଇଥିବା ବେଳେ ନିଜେ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଉକ୍ତ ଚାଷୀଙ୍କ ନାମ ନୀଳାମ୍ବର ମେହେର (୫୫ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନୀଳାମ୍ବର ଅପରାହ୍ନ ସମୟରେ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ହଠାତ୍‌ ନିକଟରେ ଥିବା ପାଳଗଦାରେ ନିଆଁ ଲାଗିଯାଇଥିଲା। ଏଥିରେ ନୀଳାମ୍ବର […]

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରରେ ରବିବାର ଅଭାବନୀୟ ଘଟଣା ଘଟିିଛି। ଜଣେ ଚାଷୀ  ବିଲରୁ ଧାନ କଟାଯିବା ପରେ ସେଠାରେ ରହିଯାଉଥିବା ଅବଶେଷ ପୋଡ଼ିବାକୁ ଯାଇଥିବା ବେଳେ ନିଜେ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଉକ୍ତ ଚାଷୀଙ୍କ ନାମ ନୀଳାମ୍ବର ମେହେର (୫୫ବର୍ଷ) ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜୁଲାଇ ୪ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ନୀଳାମ୍ବର ଅପରାହ୍ନ ସମୟରେ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ହଠାତ୍‌ ନିକଟରେ ଥିବା ପାଳଗଦାରେ ନିଆଁ ଲାଗିଯାଇଥିଲା। ଏଥିରେ ନୀଳାମ୍ବର ପୋଡ଼ି ଯାଇଥିଲେ। ଏନେଇ ଗ୍ରାମବାସୀ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା ସହିତ ରଜ ପର୍ବ ପାଳନ

07 Mar 2021 By The Sakala

ନଡ଼ା ପୋଡ଼ିରୁ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ଚାଷୀ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରରେ ରବିବାର ଅଭାବନୀୟ ଘଟଣା ଘଟିିଛି। ଜଣେ ଚାଷୀ  ବିଲରୁ ଧାନ କଟାଯିବା ପରେ ସେଠାରେ ରହିଯାଉଥିବା ଅବଶେଷ ପୋଡ଼ିବାକୁ ଯାଇଥିବା ବେଳେ ନିଜେ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଉକ୍ତ ଚାଷୀଙ୍କ ନାମ ନୀଳାମ୍ବର ମେହେର (୫୫ବର୍ଷ) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନୀଳାମ୍ବର ଅପରାହ୍ନ ସମୟରେ ଚାଷ ଜମିର ନଡ଼ା ପୋଡ଼ିବାକୁ ଯାଇଥିଲେ। ହଠାତ୍‌ ନିକଟରେ ଥିବା ପାଳଗଦାରେ ନିଆଁ ଲାଗିଯାଇଥିଲା। ଏଥିରେ ନୀଳାମ୍ବର ପୋଡ଼ି ଯାଇଥିଲେ। ଏନେଇ ଗ୍ରାମବାସୀ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର