ବେଆଇନ ଭାବରେ ବାଣ ପ୍ରସ୍ତୁତବେଳେ ଘଟିଲା ବିସ୍ପୋରଣ, ଜଣେ ଗୁରୁତର

The Sakala Picture
Published On

ନୟାଗଡ଼: ବେଆଇନ ଭାବେ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବାରୁ ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଧନେଶ୍ୱର ଦଳେଇ ଗୁରୁତର ଆହତ ହୋଇଛନ୍ତି । ଏହି ବାଣ ବିସ୍ପୋରଣରେ ତାଙ୍କର ଘର ଛିନଛତ୍ର ହୋଇଯାଇଥିବା ଜଣାପଡିଛି। ତାଙ୍କର ଦେହ ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ […]

ନୟାଗଡ଼: ବେଆଇନ ଭାବେ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବାରୁ ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଧନେଶ୍ୱର ଦଳେଇ ଗୁରୁତର ଆହତ ହୋଇଛନ୍ତି । ଏହି ବାଣ ବିସ୍ପୋରଣରେ ତାଙ୍କର ଘର ଛିନଛତ୍ର ହୋଇଯାଇଥିବା ଜଣାପଡିଛି। ତାଙ୍କର ଦେହ ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

26 Oct 2024 By The Sakala

ବେଆଇନ ଭାବରେ ବାଣ ପ୍ରସ୍ତୁତବେଳେ ଘଟିଲା ବିସ୍ପୋରଣ, ଜଣେ ଗୁରୁତର

ନୟାଗଡ଼: ବେଆଇନ ଭାବେ ବାଣ ତିଆରି ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗ୍ରାମରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବାବେଳେ ବିସ୍ପୋରଣ ହେବାରୁ ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଧନେଶ୍ୱର ଦଳେଇ ଗୁରୁତର ଆହତ ହୋଇଛନ୍ତି । ଏହି ବାଣ ବିସ୍ପୋରଣରେ ତାଙ୍କର ଘର ଛିନଛତ୍ର ହୋଇଯାଇଥିବା ଜଣାପଡିଛି। ତାଙ୍କର ଦେହ ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

https://www.thesakala.in/latest-odisha-news/explosion-while-making-fire-cracker-in-nayagarh-one-injured/article-36118
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର