ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

The Sakala Picture
Published On

ଆଠଗଡ଼: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନୂଆବନ୍ଧ ବେତିଆ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଥିବା ଜଣାପଡିଛି । ତେବେ ହାତୀକୁ ଶୀକାରୀ କରାଯାଇଛି ନା ଅନ୍ୟ କୌଣସି […]

ଆଠଗଡ଼: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନୂଆବନ୍ଧ ବେତିଆ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ତେବେ ହାତୀକୁ ଶୀକାରୀ କରାଯାଇଛି ନା ଅନ୍ୟ କୌଣସି କାରଣ ପାଇଁ ମୃତ୍ୟୁ ହୋଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ ନରସିଂହପୁରରୁ ୪ଟି ଓ ବଡମ୍ବାରୁ ୪ଟି ଦନ୍ତା ହାତୀର କଙ୍କାଳ ଠାବ ହୋଇଥିବା ବେଳେ ୨ଟି ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

13 Feb 2023 By The Sakala

ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଆଠଗଡ଼: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ଆଠଗଡ ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନୂଆବନ୍ଧ ବେତିଆ କାଜୁ ଜଙ୍ଗଲରେ ହାତୀର ମୃତଦେହ ଠାବ କରାଯାଇଛି । ତେବେ ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ହାତୀର ଶୁଣ୍ଢରେ କ୍ଷତଚିହ୍ନ ରହିଥିବା ଜଣାପଡିଛି ।

ତେବେ ହାତୀକୁ ଶୀକାରୀ କରାଯାଇଛି ନା ଅନ୍ୟ କୌଣସି କାରଣ ପାଇଁ ମୃତ୍ୟୁ ହୋଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ପୂର୍ବରୁ ନରସିଂହପୁରରୁ ୪ଟି ଓ ବଡମ୍ବାରୁ ୪ଟି ଦନ୍ତା ହାତୀର କଙ୍କାଳ ଠାବ ହୋଇଥିବା ବେଳେ ୨ଟି ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର