ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦାୟୀ ମନ୍ତ୍ରୀ, ଖୁବ ଶୀଘ୍ର ମିଳିବ ସଙ୍ଗଠନ ଦାୟିତ୍ବ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁ ନନ୍ଦନ ଦାସ, ପଦ୍ମନାଭ ବେହେରାଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା । ରୋଟେସନ ବେସିସିରେ ଏହା କରାଯାଇଛି।  ୨୦୨୪ରେ ସାଧାରଣ ନିର୍ବାଚନ ରହିଛି। ତେଣୁ ସଂଗଠନ କଥା ବୁଝିବାକୁ ମନ୍ତ୍ରୀଙ୍କୁ କୁହାଯାଇଛି । ଖୁବଶୀଘ୍ର ବିଦାୟୀ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଓଡିଶାକୁ ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସୁଛି ବଡ଼ ଲଘୁଚାପ

06 Jun 2022 By The Sakala

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଦାୟୀ ମନ୍ତ୍ରୀ, ଖୁବ ଶୀଘ୍ର ମିଳିବ ସଙ୍ଗଠନ ଦାୟିତ୍ବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ । ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁ ନନ୍ଦନ ଦାସ, ପଦ୍ମନାଭ ବେହେରାଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା । ରୋଟେସନ ବେସିସିରେ ଏହା କରାଯାଇଛି।  ୨୦୨୪ରେ ସାଧାରଣ ନିର୍ବାଚନ ରହିଛି। ତେଣୁ ସଂଗଠନ କଥା ବୁଝିବାକୁ ମନ୍ତ୍ରୀଙ୍କୁ କୁହାଯାଇଛି । ଖୁବଶୀଘ୍ର ବିଦାୟୀ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ବ ଦିଆଯିବ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର