ଚାନ୍ଦିପୁରରେ ‘SMART’ ମିସାଇଲର ସଫଳ ପରୀକ୍ଷଣ

The Sakala Picture
Published On

ଭୁବନେଶ୍ବର: ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ । ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ । ଏହି ସିମାଇଲ ୬୫୦ କିଲୋମିଟର ପର୍ଯ୍ଯନ୍ତ ଲକ୍ଷ୍ୟଭେଦ କରିପାରିବ । ସମୁଦ୍ର […]

ଭୁବନେଶ୍ବର: ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ । ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

ଆହୁରି ପଢ଼ନ୍ତୁ: ତତଲା ଖରାରେ ସିଝୁଛି ପଶ୍ଚିମ ଓଡିଶା, ୨୨ ତାରିଖ ଯାଏଁ ଭୀଷଣ ତାତି ଓ ଗୁଳୁଗୁଳି ଆଶଙ୍କା

ଏହି ସିମାଇଲ ୬୫୦ କିଲୋମିଟର ପର୍ଯ୍ଯନ୍ତ ଲକ୍ଷ୍ୟଭେଦ କରିପାରିବ । ସମୁଦ୍ର ଭିତରେ ଥିବା ବୁଡା ଜାହାଜକୁ ଏହା ଚିହ୍ନଟ କରି ଲକ୍ଷ୍ୟଭେଦ କରିପାରିବ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସିରିଜର ଏହା ତୃତୀୟ ଯୁଦ୍ଧାସ୍ତ୍ର । ଏହା ମିସାଇଲ ପରୀକ୍ଷଣର ଦୁଇ ଦିନ ପୂର୍ବରୁ ଡିଆରଡିଓ ପୋଖରାନ ରେଞ୍ଜରୁ ଆଉ ଏକ ମିସାଇଲର ସଫଳ ପରୀକ୍ଷଣ ହୋଇଥିଲା । ମିସାଇଲର ସଫଳ ପରୀକ୍ଷଣକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

13 Dec 2021 By The Sakala

ଚାନ୍ଦିପୁରରେ ‘SMART’ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର: ସଫଳତା ସହ ପରୀକ୍ଷଣ ହୋଇଛି ଦୂରଗାମୀ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ଟରପେଡୋ । ଧାମରା ସ୍ଥିତ ଅବଦୁଲ କଲାମ୍ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଆଣ୍ଟି ସବ୍ ମେରାଇନ୍ ମିସାଇଲ । ସଫଳତାର ସହ ଏହାର ପରୀକ୍ଷଣ ହୋଇଥିବା ନେଇ ସୂଚନା ଦେଇଛି ଡିଆରଡିଓ । ସଫଳ ପରୀକ୍ଷଣ ପରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

ଏହି ସିମାଇଲ ୬୫୦ କିଲୋମିଟର ପର୍ଯ୍ଯନ୍ତ ଲକ୍ଷ୍ୟଭେଦ କରିପାରିବ । ସମୁଦ୍ର ଭିତରେ ଥିବା ବୁଡା ଜାହାଜକୁ ଏହା ଚିହ୍ନଟ କରି ଲକ୍ଷ୍ୟଭେଦ କରିପାରିବ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସିରିଜର ଏହା ତୃତୀୟ ଯୁଦ୍ଧାସ୍ତ୍ର । ଏହା ମିସାଇଲ ପରୀକ୍ଷଣର ଦୁଇ ଦିନ ପୂର୍ବରୁ ଡିଆରଡିଓ ପୋଖରାନ ରେଞ୍ଜରୁ ଆଉ ଏକ ମିସାଇଲର ସଫଳ ପରୀକ୍ଷଣ ହୋଇଥିଲା । ମିସାଇଲର ସଫଳ ପରୀକ୍ଷଣକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର