ହିନ୍ଦୋଳରେ ଡ୍ୟୁଟି ବେଳେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାହାଳୁଣ୍ଡା ବୁଥରେ ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକଙ୍କ ମୃତ୍ୟୁ। ହିନ୍ଦୋଳ ବିଧାନସଭା ପାଇଁ ମତଦାନ ଚାଲିଥିଲା ବେଳେ ଅସହ୍ୟ ଖରା ଏବଂ ଗରମ ପାଇଁ ସେ ପ୍ରଥମେ ଅଚେତ୍ ହୋଇ ପଡ଼ିଥିଲେ। ହିନ୍ଦୋଳ ନୁଆବଗ ପଞ୍ଚାୟତ ବାହାକୁଣ୍ଡା ବୁଥ ନମ୍ବର ୧୩୬ରେ କାର୍ଯ୍ୟରତ ଥିଲେ ଶୁକଦେବ ପଟ୍ଟନାୟକ।  ଅଚେତ୍ ହୋଇ ତଳେ ପଡ଼ିବା ପରେ ତାଙ୍କୁ ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା। […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାହାଳୁଣ୍ଡା ବୁଥରେ ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକଙ୍କ ମୃତ୍ୟୁ। ହିନ୍ଦୋଳ ବିଧାନସଭା ପାଇଁ ମତଦାନ ଚାଲିଥିଲା ବେଳେ ଅସହ୍ୟ ଖରା ଏବଂ ଗରମ ପାଇଁ ସେ ପ୍ରଥମେ ଅଚେତ୍ ହୋଇ ପଡ଼ିଥିଲେ। ହିନ୍ଦୋଳ ନୁଆବଗ ପଞ୍ଚାୟତ ବାହାକୁଣ୍ଡା ବୁଥ ନମ୍ବର ୧୩୬ରେ କାର୍ଯ୍ୟରତ ଥିଲେ ଶୁକଦେବ ପଟ୍ଟନାୟକ।  ଅଚେତ୍ ହୋଇ ତଳେ ପଡ଼ିବା ପରେ ତାଙ୍କୁ ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ତେବେ ବୁଥରେ ମତଦାନ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନରୁ ୪ ନାବାଳକ ଉଦ୍ଧାର, ଶିଶୁ ଚାଲାଣ ସନ୍ଦେହରେ ୨ ଦଲାଲ୍ ଅଟକ

25 May 2024 By The Sakala

ହିନ୍ଦୋଳରେ ଡ୍ୟୁଟି ବେଳେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାହାଳୁଣ୍ଡା ବୁଥରେ ପୋଲିଂ ଏଜେଣ୍ଟ ଶୁକଦେବ ପଟ୍ଟନାୟକଙ୍କ ମୃତ୍ୟୁ। ହିନ୍ଦୋଳ ବିଧାନସଭା ପାଇଁ ମତଦାନ ଚାଲିଥିଲା ବେଳେ ଅସହ୍ୟ ଖରା ଏବଂ ଗରମ ପାଇଁ ସେ ପ୍ରଥମେ ଅଚେତ୍ ହୋଇ ପଡ଼ିଥିଲେ। ହିନ୍ଦୋଳ ନୁଆବଗ ପଞ୍ଚାୟତ ବାହାକୁଣ୍ଡା ବୁଥ ନମ୍ବର ୧୩୬ରେ କାର୍ଯ୍ୟରତ ଥିଲେ ଶୁକଦେବ ପଟ୍ଟନାୟକ।  ଅଚେତ୍ ହୋଇ ତଳେ ପଡ଼ିବା ପରେ ତାଙ୍କୁ ପ୍ରଥମେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି। ତେବେ ବୁଥରେ ମତଦାନ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର