ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ

The Sakala Picture
Published On

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ରେ ଜନସାଧାରଣ ମୃତ୍ୟୁ ହେବା ଏବେ ନିତିଦିନିଆ ଘଟଣା ଘଟିଯାଇଛି,ସଞ୍ଜ ନଇଁଲେ ଉପଖଣ୍ଡ ର କିଛି ଅଂଚଳରେ ହାତୀ ଭୟରେ ତାଟି କବାଟ ପଡିଯାଉଛି । ହେଲେ ଆଗରୁ ରାତିରେ ହାତୀ ଭୟ ଥିବା ବେଳେ ଏବେ ସ୍ପଷ୍ଟ ଦିବା ଲୋକରେ ଗୋଡେଇ ଗୋଡେଇ ନିରୀହ ଜନସାଧାରଣଙ୍କୁ ହାତୀ ମାରୁଛି ହେଲେ ଉପଖଣ୍ଡରେ ବନବିଭାଗ ସବୁ ଦେଖୁଛି ହାତୀ ଦାଉରୁ ମଣିଷକୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଥିବା ଦେଖିବାକୁ […]

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ରେ ଜନସାଧାରଣ ମୃତ୍ୟୁ ହେବା ଏବେ ନିତିଦିନିଆ ଘଟଣା ଘଟିଯାଇଛି,ସଞ୍ଜ ନଇଁଲେ ଉପଖଣ୍ଡ ର କିଛି ଅଂଚଳରେ ହାତୀ ଭୟରେ ତାଟି କବାଟ ପଡିଯାଉଛି । ହେଲେ ଆଗରୁ ରାତିରେ ହାତୀ ଭୟ ଥିବା ବେଳେ ଏବେ ସ୍ପଷ୍ଟ ଦିବା ଲୋକରେ ଗୋଡେଇ ଗୋଡେଇ ନିରୀହ ଜନସାଧାରଣଙ୍କୁ ହାତୀ ମାରୁଛି ହେଲେ ଉପଖଣ୍ଡରେ ବନବିଭାଗ ସବୁ ଦେଖୁଛି ହାତୀ ଦାଉରୁ ମଣିଷକୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

୬ ମାସଭିତରେ ଉପଖଣ୍ଡର ୧୮ ଜଣଙ୍କୁ ହାତୀ ମାରିସାରିଲେଣି ୧୦ ଦିନ ପୂର୍ବରୁ ଭିଙ୍ଗିରା ଓ କୁଟୁନିଆ ଅଂଚଳରୁ ୨ ଜଣଙ୍କୁ ମାରିଦେଇଥିବା ବେଳେ ଆଜି ସକାଳେ ସେହି ଅଞ୍ଚଳର ନିକଟ ଗଞ୍ଜରା ଗ୍ରାମର ବନମାଳୀ ନାୟକ ସକାଳେ ନିଜର ନିତ୍ୟକର୍ମ କରିବା ପଡିଆ କୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ଆସି ବନମାଳୀକୁ କଚାଡି ଦେଇଥିଲା ହାତୀର ଗର୍ଜନ ଶୁଣି ନିକଟରେ ଥିବା କିଛି ଗ୍ରାମବାସୀ ଆସିବାରୁ ହାତୀଟି ଘଟଣାସ୍ଥଳରୁ ପଳେଇ ଯାଇଥିଲା ଏବଂ ଘଟଣା ସ୍ଥଳରେ ବନମାଳୀର ଜୀବନ ଚାଲିଯାଇଥିଲା।  ଅଞ୍ଚଳରେ ଉତେଜନା ଲାଗିରହିଥିବା ବେଳେ ବନବିଭାଗ ଅଧିକାରୀ ପହଁଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

10 Jun 2023 By The Sakala

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ରେ ଜନସାଧାରଣ ମୃତ୍ୟୁ ହେବା ଏବେ ନିତିଦିନିଆ ଘଟଣା ଘଟିଯାଇଛି,ସଞ୍ଜ ନଇଁଲେ ଉପଖଣ୍ଡ ର କିଛି ଅଂଚଳରେ ହାତୀ ଭୟରେ ତାଟି କବାଟ ପଡିଯାଉଛି । ହେଲେ ଆଗରୁ ରାତିରେ ହାତୀ ଭୟ ଥିବା ବେଳେ ଏବେ ସ୍ପଷ୍ଟ ଦିବା ଲୋକରେ ଗୋଡେଇ ଗୋଡେଇ ନିରୀହ ଜନସାଧାରଣଙ୍କୁ ହାତୀ ମାରୁଛି ହେଲେ ଉପଖଣ୍ଡରେ ବନବିଭାଗ ସବୁ ଦେଖୁଛି ହାତୀ ଦାଉରୁ ମଣିଷକୁ ସୁରକ୍ଷା ଦେବାରେ ସମ୍ପୂର୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

୬ ମାସଭିତରେ ଉପଖଣ୍ଡର ୧୮ ଜଣଙ୍କୁ ହାତୀ ମାରିସାରିଲେଣି ୧୦ ଦିନ ପୂର୍ବରୁ ଭିଙ୍ଗିରା ଓ କୁଟୁନିଆ ଅଂଚଳରୁ ୨ ଜଣଙ୍କୁ ମାରିଦେଇଥିବା ବେଳେ ଆଜି ସକାଳେ ସେହି ଅଞ୍ଚଳର ନିକଟ ଗଞ୍ଜରା ଗ୍ରାମର ବନମାଳୀ ନାୟକ ସକାଳେ ନିଜର ନିତ୍ୟକର୍ମ କରିବା ପଡିଆ କୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ଆସି ବନମାଳୀକୁ କଚାଡି ଦେଇଥିଲା ହାତୀର ଗର୍ଜନ ଶୁଣି ନିକଟରେ ଥିବା କିଛି ଗ୍ରାମବାସୀ ଆସିବାରୁ ହାତୀଟି ଘଟଣାସ୍ଥଳରୁ ପଳେଇ ଯାଇଥିଲା ଏବଂ ଘଟଣା ସ୍ଥଳରେ ବନମାଳୀର ଜୀବନ ଚାଲିଯାଇଥିଲା।  ଅଞ୍ଚଳରେ ଉତେଜନା ଲାଗିରହିଥିବା ବେଳେ ବନବିଭାଗ ଅଧିକାରୀ ପହଁଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର