ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

The Sakala Picture
Published On

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ ଲୁଣିଖିଆ ମୌଜାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ।ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଦେଇଛି। ପାରିପାର୍ଶିକ ଘଟଣାରୁ ମୃତ ଯୁବକଙ୍କ ବେକରେ ଦଉଡିର କଳା ଦାଗ ଥିବା ଦେଖିବାକୁ ମିଳିଛି। ତେବେ ଘଟଣାରୁ ଅନୁମାନ କରାଯାଉଛି କେହି ତାଙ୍କୁ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ପ୍ରକୃତ […]

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୨ ନମ୍ବର ୱାର୍ଡ ଲୁଣିଖିଆ ମୌଜାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ।ଘଟଣା ସ୍ଥଳରେ ଭୁବନ ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଦେଇଛି। ପାରିପାର୍ଶିକ ଘଟଣାରୁ ମୃତ ଯୁବକଙ୍କ ବେକରେ ଦଉଡିର କଳା ଦାଗ ଥିବା ଦେଖିବାକୁ ମିଳିଛି। ତେବେ ଘଟଣାରୁ ଅନୁମାନ କରାଯାଉଛି କେହି ତାଙ୍କୁ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ପ୍ରକୃତ ଘଟଣା ପୋଲିସର ତଦନ୍ତ ପରେ ଜଣାପଡିବ। ମୃତ ଦେହକୁ ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ପଠେଇଛି ଭୁବନ ପୋଲିସ।

12 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର