ବୋହୂ- ଶ୍ୱଶୁର ହାତାହାତି: ଶ୍ୱଶୁର ମୃତ, ବୋହୂ ଗୁରୁତର

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଟୁରିଆ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। କୌଣସି ପାରିବାରକ କଥାକୁ ନେଇ ବଚସା ବୋହୂ ଓ ଶ୍ୱଶୁର ହାତାହାତି ହୋଇଥିଲେ। ଫଳରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ୱଶୁରଙ୍କ ନାଁ ବେଣୁଧର ପଧାନ । ତାଙ୍କ ବୋହୂ ଯଶୋଦା ପ୍ରଧାନ ବି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,  ପାରିବାରିକ କଥାକୁ ନେଇ ବେଣୁଧର ଓ ତାଙ୍କ ବଡ଼ ବୋହୂ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଟୁରିଆ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। କୌଣସି ପାରିବାରକ କଥାକୁ ନେଇ ବଚସା ବୋହୂ ଓ ଶ୍ୱଶୁର ହାତାହାତି ହୋଇଥିଲେ। ଫଳରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ୱଶୁରଙ୍କ ନାଁ ବେଣୁଧର ପଧାନ । ତାଙ୍କ ବୋହୂ ଯଶୋଦା ପ୍ରଧାନ ବି ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ସୂଚନା ଅନୁଯାୟୀ,  ପାରିବାରିକ କଥାକୁ ନେଇ ବେଣୁଧର ଓ ତାଙ୍କ ବଡ଼ ବୋହୂ ଯଶୋଦାଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ବଚସା ଉଗ୍ରରୂପ ଧାରଣ କରିଥିଲା। ଶ୍ୱଶୁର-ବୋହୂ ପ୍ରଥମେ ହାତାହାତି ହୋଇଥିଲେ। ପରେ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ। ଯଶୋଦାଙ୍କ ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ବେଣୁଧରଙ୍କ ମୃତ୍ଯୁ ଘଟିଥିଲା। ସେହିଭଳି ବେଣୁଧରଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇଛନ୍ତି ଯଶୋଦା। ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିଲେ। ଯଶୋଦାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

17 Jul 2022 By The Sakala

ବୋହୂ- ଶ୍ୱଶୁର ହାତାହାତି: ଶ୍ୱଶୁର ମୃତ, ବୋହୂ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଟୁରିଆ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। କୌଣସି ପାରିବାରକ କଥାକୁ ନେଇ ବଚସା ବୋହୂ ଓ ଶ୍ୱଶୁର ହାତାହାତି ହୋଇଥିଲେ। ଫଳରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ୱଶୁରଙ୍କ ନାଁ ବେଣୁଧର ପଧାନ । ତାଙ୍କ ବୋହୂ ଯଶୋଦା ପ୍ରଧାନ ବି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ,  ପାରିବାରିକ କଥାକୁ ନେଇ ବେଣୁଧର ଓ ତାଙ୍କ ବଡ଼ ବୋହୂ ଯଶୋଦାଙ୍କ ମଧ୍ୟରେ ବଚସା ହୋଇଥିଲା। ଧୀରେ ଧୀରେ ବଚସା ଉଗ୍ରରୂପ ଧାରଣ କରିଥିଲା। ଶ୍ୱଶୁର-ବୋହୂ ପ୍ରଥମେ ହାତାହାତି ହୋଇଥିଲେ। ପରେ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିଲେ। ଯଶୋଦାଙ୍କ ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ବେଣୁଧରଙ୍କ ମୃତ୍ଯୁ ଘଟିଥିଲା। ସେହିଭଳି ବେଣୁଧରଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇଛନ୍ତି ଯଶୋଦା। ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିଲେ। ଯଶୋଦାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/dhenkanal/daughter-in-law-and-father-in-law-quarrel-father-in-law-dead-daughter-in-law-serious-injured/article-13363
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର