ଶୋଇଥିବା ବେଳେ ମା’ ଓ ପୁଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଉଭୟ ମୃତ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା’ ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। ମା’ ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପର୍ଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ଘଟିଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ରୁନୁ ପଧାନ ଓ ପୁଅ ଲିପୁ ପଧାନ। […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା’ ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। ମା’ ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପର୍ଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ଘଟିଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ରୁନୁ ପଧାନ ଓ ପୁଅ ଲିପୁ ପଧାନ। ଘଟଣା ସ୍ଥଳରେ ପୁଲିସ ପହଞ୍ଛି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ସହ ଡ୍ରାଇଭର ଫେରାର ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

10 Oct 2023 By The Sakala

ଶୋଇଥିବା ବେଳେ ମା’ ଓ ପୁଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଉଭୟ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା’ ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। ମା’ ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପର୍ଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ଘଟିଥିବା ବେଳେ କାମାକ୍ଷାନଗର ମେଡିକାଲରେ ପୁଅ ମୃତ୍ୟୁ ଘଟିଛି। ମୃତକ ହେଲେ ମା’ ରୁନୁ ପଧାନ ଓ ପୁଅ ଲିପୁ ପଧାନ। ଘଟଣା ସ୍ଥଳରେ ପୁଲିସ ପହଞ୍ଛି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ସହ ଡ୍ରାଇଭର ଫେରାର ହୋଇଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର