ଖେଳୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଯାଆଁଳା ଶିଶୁ, ଜଣେ ମୃତ ଓ ଅନ୍ଯଜଣେ ଗୁରୁତର

The Sakala Picture
Published On

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି।  ଯାଆଁଳା ଶିଶୁ ଖେଳିଥିବା ବେଳେ ଅଘଟଣ ଘଟିଛି। ଖେଳୁଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାଆଁଳା ଶିଶୁ । ଏହି ବଦ୍ଯୁତ ଆଘାତରେ ଜଣେ ଶିଶୁର ମୃତ୍ଯୁ ଘଟିଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଯାଆଁଳା ଶିଶୁଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଏହି ଖବର ଜାଣିବା ପରେ […]

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି।  ଯାଆଁଳା ଶିଶୁ ଖେଳିଥିବା ବେଳେ ଅଘଟଣ ଘଟିଛି। ଖେଳୁଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାଆଁଳା ଶିଶୁ । ଏହି ବଦ୍ଯୁତ ଆଘାତରେ ଜଣେ ଶିଶୁର ମୃତ୍ଯୁ ଘଟିଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଯାଆଁଳା ଶିଶୁଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଏହି ଖବର ଜାଣିବା ପରେ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଯାଇଛି।

30 Jun 2022 By The Sakala

ଖେଳୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ଯାଆଁଳା ଶିଶୁ, ଜଣେ ମୃତ ଓ ଅନ୍ଯଜଣେ ଗୁରୁତର

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି।  ଯାଆଁଳା ଶିଶୁ ଖେଳିଥିବା ବେଳେ ଅଘଟଣ ଘଟିଛି। ଖେଳୁଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାଆଁଳା ଶିଶୁ । ଏହି ବଦ୍ଯୁତ ଆଘାତରେ ଜଣେ ଶିଶୁର ମୃତ୍ଯୁ ଘଟିଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଯାଆଁଳା ଶିଶୁଙ୍କ ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଏହି ଖବର ଜାଣିବା ପରେ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର