ବଦଳିଲେ କଟକ ଓ ଭୁବନେଶ୍ୱରର ଡିସିପି, ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚର ଏଡ଼ିଜି

The Sakala Picture
Published On

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚର ଏଡ଼ିଜି ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପଦୋନ୍ନତି ପାଇ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ […]

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚର ଏଡ଼ିଜି ଦାୟିତ୍ବ ମିଳିଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପଦୋନ୍ନତି ପାଇ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସିଦ୍ଧାର୍ଥ କାଟତିୟାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଦାୟିତ୍ବ ମିଳିଛି। ସେହପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ସଞ୍ଜୀବ ପଣ୍ଡାଙ୍କୁ ମିଳିଛି। ବ୍ରହ୍ମପୁର ଏସପି ଭାବେ ଡ. ଶର୍ବଣା କୁମାରଙ୍କୁ ଦାୟିତ୍ବ ମିଳିଛି। ଅଗ୍ନିଶମ ଡିଜି ହୋଇଛନ୍ତି ସନ୍ତୋଷ କୁମାର ଉପାଧ୍ଯାୟ ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ନୟାଗଡ ଏସପି-ଅଲେଖ ପହୀ

ନବରଙ୍ଗପୁର ଏସପି- ଏସ ସୁଶ୍ରୀ

ବରଗଡ ଏସପି- ପରମାର ସ୍ମିତ ପରଷୋତ୍ତମଦାସ

ଝାରସୁଗୁଡା ଏସପି- ରାହୁଲ ଜୈନ

କଳାହାଣ୍ଡି ଏସପି -ଅଭିଳାଷ ଜୀ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର