କାଠଯୋଡି ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲେ ସ୍ଥାନୀୟଲୋକେ

The Sakala Picture
Published On

କଟକ: କାଠଯୋଡି ନଦୀକୁ ଡେଇଁଲେ ମହିଳା । ସୌଭାଗ୍ୟବଶତଃ ନଦୀକୁ ଡେଇଁବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତିକଲେ ସ୍ଥାନୀୟ ଲୋକ । ଅପରାହ୍ନ ୨ଟା ୩୦ରେ ଘଟିଥିଲା ଏହି ଘଟଣା । ମହିଳା ଜଣକ ବ୍ରିଜ ଉପରେ ବୁଲାବୁଲି କରୁଥିଲେ । ହଠାତ ସେ ନଦୀକୁ ଡେଇଁ ପଡିଥିଲେ । ତେବେ ସ୍ଥାନୀୟ ଲୋକେ ମହିଳା ନଦୀକୁ ଡେଇଁବା ପରେ ସଙ୍ଗେ ସଙ୍ଗେ କୂଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ […]

କଟକ: କାଠଯୋଡି ନଦୀକୁ ଡେଇଁଲେ ମହିଳା । ସୌଭାଗ୍ୟବଶତଃ ନଦୀକୁ ଡେଇଁବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତିକଲେ ସ୍ଥାନୀୟ ଲୋକ । ଅପରାହ୍ନ ୨ଟା ୩୦ରେ ଘଟିଥିଲା ଏହି ଘଟଣା । ମହିଳା ଜଣକ ବ୍ରିଜ ଉପରେ ବୁଲାବୁଲି କରୁଥିଲେ । ହଠାତ ସେ ନଦୀକୁ ଡେଇଁ ପଡିଥିଲେ । ତେବେ ସ୍ଥାନୀୟ ଲୋକେ ମହିଳା ନଦୀକୁ ଡେଇଁବା ପରେ ସଙ୍ଗେ ସଙ୍ଗେ କୂଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମହିଳା ଜଣକ କିଏ ଓ ସେ କାହିଁ କି ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇନାହିଁ ।

ଆହୁରି ପଢ଼ନ୍ତୁ: ବଡ଼ମ୍ବାରେ ନକଲି ଡାକ୍ତରଙ୍କ କଳା କାରନାମା: ୧୨ ବର୍ଷ ଧରି ଚାଲିଥିଲା ବେଆଇନ ଗର୍ଭପାତ କ୍ଲିନିକ୍

18 Sep 2022 By The Sakala

କାଠଯୋଡି ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲେ ସ୍ଥାନୀୟଲୋକେ

କଟକ: କାଠଯୋଡି ନଦୀକୁ ଡେଇଁଲେ ମହିଳା । ସୌଭାଗ୍ୟବଶତଃ ନଦୀକୁ ଡେଇଁବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତିକଲେ ସ୍ଥାନୀୟ ଲୋକ । ଅପରାହ୍ନ ୨ଟା ୩୦ରେ ଘଟିଥିଲା ଏହି ଘଟଣା । ମହିଳା ଜଣକ ବ୍ରିଜ ଉପରେ ବୁଲାବୁଲି କରୁଥିଲେ । ହଠାତ ସେ ନଦୀକୁ ଡେଇଁ ପଡିଥିଲେ । ତେବେ ସ୍ଥାନୀୟ ଲୋକେ ମହିଳା ନଦୀକୁ ଡେଇଁବା ପରେ ସଙ୍ଗେ ସଙ୍ଗେ କୂଳକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମହିଳା ଜଣକ କିଏ ଓ ସେ କାହିଁ କି ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର