ପୁଣି ବ୍ରାଉନସୁଗର ଜବତ, ୨ ଗିରଫ

The Sakala Picture
Published On

କଟକ: ଚାରିଆଡେ ଧଳାଜହର କାରବାର। ବଢୁଛି ଅସାମାଜିକ କାର୍ଯ୍ଯ । ବଜାରରେ ମାଳମାଳ ଧଳାଜହର ବେପାରୀ । ଖୁଲମ ଖୁଲା ବିକ୍ରି ହେଇଛି ବ୍ରାଉନସୁଗର । ପ୍ରତିଦିନ ଗିରଫ ହେଉଛନ୍ତି ବେପାରୀ ଓ ଜବତ ହେଉଛି ପୁଳାପୁଳା ବ୍ରାଉନସୁଗର । ଆଜି ପୁଣି କଟକରୁ ଜବତ ହୋଇଛି ବ୍ରାଉନସୁଗର। କଟକର ଲାଲାବାଗ ପୁଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ […]

କଟକ: ଚାରିଆଡେ ଧଳାଜହର କାରବାର। ବଢୁଛି ଅସାମାଜିକ କାର୍ଯ୍ଯ । ବଜାରରେ ମାଳମାଳ ଧଳାଜହର ବେପାରୀ । ଖୁଲମ ଖୁଲା ବିକ୍ରି ହେଇଛି ବ୍ରାଉନସୁଗର । ପ୍ରତିଦିନ ଗିରଫ ହେଉଛନ୍ତି ବେପାରୀ ଓ ଜବତ ହେଉଛି ପୁଳାପୁଳା ବ୍ରାଉନସୁଗର । ଆଜି ପୁଣି କଟକରୁ ଜବତ ହୋଇଛି ବ୍ରାଉନସୁଗର। କଟକର ଲାଲାବାଗ ପୁଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା । ଏ ନେଇ କଟକ ଡିସିପି  ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସୂଚନା ଅନୁଯାୟୀ, ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏହା ସହ ବେପାରୀଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୁଲିସ । ଏହି ବ୍ରାଉନଗୁଗର କରାବାରର ମାଷ୍ଟର ମାଇଣ୍ଡ କିଏ ସେ ନେଇ ଖୋଲତାଡ଼ କରୁଥିବା କଟକ ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

27 Jan 2022 By The Sakala

ପୁଣି ବ୍ରାଉନସୁଗର ଜବତ, ୨ ଗିରଫ

କଟକ: ଚାରିଆଡେ ଧଳାଜହର କାରବାର। ବଢୁଛି ଅସାମାଜିକ କାର୍ଯ୍ଯ । ବଜାରରେ ମାଳମାଳ ଧଳାଜହର ବେପାରୀ । ଖୁଲମ ଖୁଲା ବିକ୍ରି ହେଇଛି ବ୍ରାଉନସୁଗର । ପ୍ରତିଦିନ ଗିରଫ ହେଉଛନ୍ତି ବେପାରୀ ଓ ଜବତ ହେଉଛି ପୁଳାପୁଳା ବ୍ରାଉନସୁଗର । ଆଜି ପୁଣି କଟକରୁ ଜବତ ହୋଇଛି ବ୍ରାଉନସୁଗର। କଟକର ଲାଲାବାଗ ପୁଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା । ଏ ନେଇ କଟକ ଡିସିପି  ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏହା ସହ ବେପାରୀଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି ପୁଲିସ । ଏହି ବ୍ରାଉନଗୁଗର କରାବାରର ମାଷ୍ଟର ମାଇଣ୍ଡ କିଏ ସେ ନେଇ ଖୋଲତାଡ଼ କରୁଥିବା କଟକ ଡିସିପି କହିଛନ୍ତି।

https://www.thesakala.in/latest-odisha-news/cuttack/brown-sugar-seized-in-cuttack-2-arrested/article-8778
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର