ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ- ଭିଜିଲାନ୍ସ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର: ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ। ବିକାଶରେ ପ୍ରତିବନ୍ଧକ ଆଣେ ଦୁର୍ନୀତି । ଏହା ମହାମାରୀ କରୋନାଠାରୁ ମଧ୍ୟ ଭୟଙ୍କର । ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ତେଣୁ ଦୁର୍ନୀତି ରୋକିବାରେ ସମସ୍ତେ ସହେଯାଗ କରିବା ଜରୁରୀ । ଏମିତି ଅପିଲ କରିଛନ୍ତି ଭିଜିଲାନ୍ସ  ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେଠଓ୍ବା କହିଛନ୍ତି […]

ଭୁବନେଶ୍ବର: ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ। ବିକାଶରେ ପ୍ରତିବନ୍ଧକ ଆଣେ ଦୁର୍ନୀତି । ଏହା ମହାମାରୀ କରୋନାଠାରୁ ମଧ୍ୟ ଭୟଙ୍କର । ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ତେଣୁ ଦୁର୍ନୀତି ରୋକିବାରେ ସମସ୍ତେ ସହେଯାଗ କରିବା ଜରୁରୀ । ଏମିତି ଅପିଲ କରିଛନ୍ତି ଭିଜିଲାନ୍ସ  ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେଠଓ୍ବା କହିଛନ୍ତି ଦୁର୍ନୀତି ନିବାରଣରେ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିଛି । ଏହାର ଅଧିକ ବ୍ୟବହାର ଦୁର୍ନୀତିକୁ ଅନେକାଂଶରେ ନିବାରଣ କରିପାରିବ । ଶ୍ରୀ ଜେଠଓ୍ବା କହିଲେ ନାଲକୋ ଭଳି ସଂସ୍ଥା ଦୁର୍ନୀତି ନିବାରଣ ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କିଭଳି ଅଧିକ ହେବ ସେଥିପ୍ରତି ଫୋକସ କରିବା ଜରୁରୀ । ଭିଜିଲାନ୍ସ ବିଭାଗକୁ ସମସ୍ତଙ୍କ ସହଯୋଗ ମଧ୍ୟ ସେ କାମନା କରିଥିଲେ ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

04 Nov 2022 By The Sakala

ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ- ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ବର: ସୁସ୍ଥ ସମାଜ ଗଠନରେ ଦୁର୍ନୀତି ସବୁଠାରୁ ବଡ଼ ବାଧକ। ବିକାଶରେ ପ୍ରତିବନ୍ଧକ ଆଣେ ଦୁର୍ନୀତି । ଏହା ମହାମାରୀ କରୋନାଠାରୁ ମଧ୍ୟ ଭୟଙ୍କର । ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ତେଣୁ ଦୁର୍ନୀତି ରୋକିବାରେ ସମସ୍ତେ ସହେଯାଗ କରିବା ଜରୁରୀ । ଏମିତି ଅପିଲ କରିଛନ୍ତି ଭିଜିଲାନ୍ସ  ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବା । ନାଲକୋ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେଠଓ୍ବା କହିଛନ୍ତି ଦୁର୍ନୀତି ନିବାରଣରେ ବୈଷୟିକ ଜ୍ଞାନକୌଶଳର ବଡ଼ ଭୂମିକା ରହିଛି । ଏହାର ଅଧିକ ବ୍ୟବହାର ଦୁର୍ନୀତିକୁ ଅନେକାଂଶରେ ନିବାରଣ କରିପାରିବ । ଶ୍ରୀ ଜେଠଓ୍ବା କହିଲେ ନାଲକୋ ଭଳି ସଂସ୍ଥା ଦୁର୍ନୀତି ନିବାରଣ ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କିଭଳି ଅଧିକ ହେବ ସେଥିପ୍ରତି ଫୋକସ କରିବା ଜରୁରୀ । ଭିଜିଲାନ୍ସ ବିଭାଗକୁ ସମସ୍ତଙ୍କ ସହଯୋଗ ମଧ୍ୟ ସେ କାମନା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର