ଦେହରେ ମାସେ ପର୍ୟ୍ୟନ୍ତ ସକ୍ରିୟ ରହୁଛି କରୋନା ଭାଇରସ୍‌ : ଆଇଏଲଏସ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । ତାଙ୍କ କହିବା କଥା ହେଲା, ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଭିତରୁ […]

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ତାଙ୍କ କହିବା କଥା ହେଲା, ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଭିତରୁ ୮୦ ପ୍ରତିଶତ ଲୋକ ଗୁରୁତର ହେଉନାହାନ୍ତି । ୬୨ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଦେଖାଦେଇଛି । ଭାରତରେ ୪୨ଟି କେସ୍ ଦେଖା ଦେଇଥିବା ବେଳେ, ଓଡ଼ିଶାରେ ଜଣେ ଚିହ୍ନଟ ହୋଇଥିଲେ । ଡେଲଟା ପ୍ଲସ୍ ଭାଇରସ୍ ରୂପ ପରିବର୍ତ୍ତନ କରିନାହିଁ । ଏଣିକି ସାରା ଦେଶରେ ପ୍ରତି ମାସରେ ୯୦ରୁ ୯୫ ହଜାର ଜିନମ ସିକ୍ବେନ୍ସିଂ କରାଯିବ । କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ପଜିଟିଭି ହାର ବଢୁଛି । ତେବେ ଲୋକମାନେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର