ରାଜ୍ଯରେ କରୋନା ନେଲା ଆଉ ୩ ଜୀବନ
ଭୁବନେଶ୍ୱର: ରାଜ୍ଯରେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ଯା ୨ ହଜାର ପାର କରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ମୃତକ ସମସ୍ତ ପୁରୁଷ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। 2.A 72-year-old male of Ganjam district who was also suffering from Carcinoma Stomach, Hypertension, Coronary Artery Disease. 3.A 32-year-old male of […]
ଭୁବନେଶ୍ୱର: ରାଜ୍ଯରେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ଯା ୨ ହଜାର ପାର କରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ମୃତକ ସମସ୍ତ ପୁରୁଷ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
2.A 72-year-old male of Ganjam district who was also suffering from Carcinoma Stomach, Hypertension, Coronary Artery Disease.
ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ3.A 32-year-old male of Jajpur district who was also suffering from Sickle cell Disease.
ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି— H & FW Dept Odisha (@HFWOdisha) April 14, 2021
ସୂଚନା ଅନୁଯାୟା, ବଲାଙ୍ଗିର, ଗଞ୍ଜାମ ଓ ଯାଜପୁରର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୩୩ରେ ପହଞ୍ଚିଛି ।
ରାଜ୍ଯରେ କରୋନା ନେଲା ଆଉ ୩ ଜୀବନ
ଭୁବନେଶ୍ୱର: ରାଜ୍ଯରେ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ଯା ୨ ହଜାର ପାର କରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ମୃତକ ସମସ୍ତ ପୁରୁଷ ଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
2.A 72-year-old male of Ganjam district who was also suffering from Carcinoma Stomach, Hypertension, Coronary Artery Disease.
3.A 32-year-old male of Jajpur district who was also suffering from Sickle cell Disease.
— H & FW Dept Odisha (@HFWOdisha) April 14, 2021
ସୂଚନା ଅନୁଯାୟା, ବଲାଙ୍ଗିର, ଗଞ୍ଜାମ ଓ ଯାଜପୁରର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୩୩ରେ ପହଞ୍ଚିଛି ।