ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା ରୁଜୁ
ଭୁବନେଶ୍ୱର : ଜଗନ୍ନାଥ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର। ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେ କଟକ ଆସିଲେ ହ୍ୟୁମାନ୍ଙ୍କ ପିଏ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ହ୍ୟୁମାନ୍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା […]
ଭୁବନେଶ୍ୱର : ଜଗନ୍ନାଥ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର। ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେ କଟକ ଆସିଲେ ହ୍ୟୁମାନ୍ଙ୍କ ପିଏ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ହ୍ୟୁମାନ୍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା କରିପାରେ।
ଅନ୍ୟପଟରେ ଏହି ବିବାଦ ପରେ ମୁହଁ ଖୋଲିଛନ୍ତି ହ୍ୟୁାମାନ୍ ସାଗର। ସେ କହିଛନ୍ତି ଯେ, ଯାହାଙ୍କୁ ବଡ଼ ଭାଇ ପରି ଭଲ ପାଏ, ସେହିମାନେ ତାଙ୍କ ନାମରେ ଅଭିଯୋଗ ଦେଇଛନ୍ତି। ଯଦି ତାଙ୍କର କିଛି ଭୁଲ ଅଛି ତେବେ ଅଭିଯୋଗ ଦିଅନ୍ତୁ, ମୁଁ ମାନିନେବି। ଯେଉଁମାନେ ଏସବୁ କରିଛନ୍ତି ତାଙ୍କୁ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ। ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ। ମୋର କୌଣସି ୱକାତ୍ ନାହିଁଁ ତାଙ୍କୁ ଅପମାନ କରିବାକୁ। ଜଗନ୍ନାଥଙ୍କ ଡୋରି ଲାଗିନାହିଁ ବୋଲି ସେ ଗୀତ ଗାଇ ନାହାନ୍ତି। ତେଣୁ ଡୋରି ଲାଗିଲେ ସେ ନିଶ୍ଚିତ ଗାଇବେ ଓ ଓଡ଼ିଶା ଦେଖିବ ବୋଲି ସେ କହିଛନ୍ତି।