ରାଜ୍ୟରେ ଧୀରେ ଧୀରେ ବଢୁଛି ଥଣ୍ଡା, କୁହୁଡ଼ି ଯୋଗୁଁ ହ୍ରାସ ପାଉଛି ଦୃଶ୍ୟମାନ ପରିସର

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଆରମ୍ଭ ହୋଇଯାଇଥିବା ବେଳେ କିଛି ସ୍ଥାନରେ କୁହୁଡ଼ି ମଧ୍ୟ ହେଉଛି। ସୋମବାର ସକାଳୁ ଅନେକ ସ୍ଥାନରେ କୁହୁଡ଼ି ହେବା ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ପାଇଛି। ଫୁଲବାଣୀ ମଧ୍ୟମ ଧରଣର କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ହୋଇ ୨୦୦ ମିଟର ରହିଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ପର୍ଯ୍ୟନ୍ତ ଖସି ଆସିଛି। ଅନ୍ୟପଟେ ବର୍ତ୍ତମାନ ପୂର୍ବା ବାୟୁ ପ୍ରବାହ ଯୋଗୁଁ ଉପକୂଳ ସମେତ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଆରମ୍ଭ ହୋଇଯାଇଥିବା ବେଳେ କିଛି ସ୍ଥାନରେ କୁହୁଡ଼ି ମଧ୍ୟ ହେଉଛି। ସୋମବାର ସକାଳୁ ଅନେକ ସ୍ଥାନରେ କୁହୁଡ଼ି ହେବା ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ପାଇଛି। ଫୁଲବାଣୀ ମଧ୍ୟମ ଧରଣର କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ହୋଇ ୨୦୦ ମିଟର ରହିଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ପର୍ଯ୍ୟନ୍ତ ଖସି ଆସିଛି। ଅନ୍ୟପଟେ ବର୍ତ୍ତମାନ ପୂର୍ବା ବାୟୁ ପ୍ରବାହ ଯୋଗୁଁ ଉପକୂଳ ସମେତ କିଛି ଜିଲ୍ଲାରେ ଆଂଶିକ ବାଦଲ ଆଚ୍ଛାଦିତ ହୋଇ ରହିଛି। ଏଥିପାଇଁ ଅନେକ ସ୍ଥାନରେ ପାଗ ମେଘୁଆ ରହିଛି। ଏହି କ୍ରମରେ ମଙ୍ଗଳବାର ମାଲାକନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୧.୬ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

01 Nov 2022 By The Sakala

ରାଜ୍ୟରେ ଧୀରେ ଧୀରେ ବଢୁଛି ଥଣ୍ଡା, କୁହୁଡ଼ି ଯୋଗୁଁ ହ୍ରାସ ପାଉଛି ଦୃଶ୍ୟମାନ ପରିସର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଆରମ୍ଭ ହୋଇଯାଇଥିବା ବେଳେ କିଛି ସ୍ଥାନରେ କୁହୁଡ଼ି ମଧ୍ୟ ହେଉଛି। ସୋମବାର ସକାଳୁ ଅନେକ ସ୍ଥାନରେ କୁହୁଡ଼ି ହେବା ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ପାଇଛି। ଫୁଲବାଣୀ ମଧ୍ୟମ ଧରଣର କୁହୁଡ଼ି ଯୋଗୁଁ ଦୃଶ୍ୟମାନ ପରିସର ହ୍ରାସ ହୋଇ ୨୦୦ ମିଟର ରହିଥିବା ବେଳେ ଭବାନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ପର୍ଯ୍ୟନ୍ତ ଖସି ଆସିଛି। ଅନ୍ୟପଟେ ବର୍ତ୍ତମାନ ପୂର୍ବା ବାୟୁ ପ୍ରବାହ ଯୋଗୁଁ ଉପକୂଳ ସମେତ କିଛି ଜିଲ୍ଲାରେ ଆଂଶିକ ବାଦଲ ଆଚ୍ଛାଦିତ ହୋଇ ରହିଛି। ଏଥିପାଇଁ ଅନେକ ସ୍ଥାନରେ ପାଗ ମେଘୁଆ ରହିଛି। ଏହି କ୍ରମରେ ମଙ୍ଗଳବାର ମାଲାକନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୧.୬ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର