ଛଟ୍ ପୂଜା ପାଇଁ ଗାଇଡଲାଇନ ଜାରି କଲା ସିଏମସି
କଟକ : ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଅଧିକ ଲୋକ ଏକାଠି ନ ହେବାକୁ ବାରଣ କରିଛି ସିଏମସି । #Cuttack Important regulations concerning Chatt Puja, Kartik Purnima and the sale & use of firecrackers during […]
କଟକ : ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଅଧିକ ଲୋକ ଏକାଠି ନ ହେବାକୁ ବାରଣ କରିଛି ସିଏମସି ।
#Cuttack Important regulations concerning Chatt Puja, Kartik Purnima and the sale & use of firecrackers during the festival of #Diwali. #OdishaFightsCorona #StaySafe
SRC Order: https://t.co/Yd6LXNSFif pic.twitter.com/wTotcDbkx7
ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍— CMC,Cuttack (@CMCCuttack) November 3, 2021
ଛଟ୍ ପୂଜା ପାଇଁ କଟକରେ ରହୁଥିବା ବିହାର ଲୋକମାନେ ବିଭିନ୍ନ ନଦୀଶଯ୍ୟାରେ ଶତାଧିକ ଲୋକ ଏକାଠି ହୋଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥାଆନ୍ତି । ବର୍ତ୍ତମାନ ସମୟରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ କଟକ ମହାନଗର ନିଗମ ଏଥିପାଇଁ ବାରଣ କରିଛି।
ଛଟ୍ ପୂଜା ପାଇଁ ଗାଇଡଲାଇନ ଜାରି କଲା ସିଏମସି
କଟକ : ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଅଧିକ ଲୋକ ଏକାଠି ନ ହେବାକୁ ବାରଣ କରିଛି ସିଏମସି ।
#Cuttack Important regulations concerning Chatt Puja, Kartik Purnima and the sale & use of firecrackers during the festival of #Diwali. #OdishaFightsCorona #StaySafe
SRC Order: https://t.co/Yd6LXNSFif pic.twitter.com/wTotcDbkx7
— CMC,Cuttack (@CMCCuttack) November 3, 2021