ବିଶ୍ୱ ପଖାଳ ଦିବସ ଅବସରରେ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୦ ବିଶ୍ୱ ପଖାଳ ଦିବସ। ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପଖାଳ ଦିବସର ଅଭିନନ୍ଦନ ଜଣାଇବା ସହ ଏକ ପୁରୁଣା ଫଟୋକୁ ଟ୍ବିଟର ଓ ଫେସବୁକରେ ଛାଡିଛନ୍ତି । ଟ୍ବିଟରେ ଲେଖିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ। ବାହାର ଲୋକଙ୍କୁ ପଖାଳ ଖୁଆଇବାରେ ମୋର ଆନନ୍ଦ ଥାଏ। It is always a pleasure to relish Odia cuisine, especially my favourite #Pakhala which I […]

ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୦ ବିଶ୍ୱ ପଖାଳ ଦିବସ। ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପଖାଳ ଦିବସର ଅଭିନନ୍ଦନ ଜଣାଇବା ସହ ଏକ ପୁରୁଣା ଫଟୋକୁ ଟ୍ବିଟର ଓ ଫେସବୁକରେ ଛାଡିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଟ୍ବିଟରେ ଲେଖିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ। ବାହାର ଲୋକଙ୍କୁ ପଖାଳ ଖୁଆଇବାରେ ମୋର ଆନନ୍ଦ ଥାଏ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁଯାୟୀ, ଟ୍ବିଟ କରାଯାଇଥିବା ଫଟୋଟି ୨୦୧୮ ମସିହାରେ ‘ଦି ଟଲ୍ ମ୍ୟାନ’ ପୁସ୍ତକ ଉନ୍ମଚୋନ ପାଇଁ ଓଡ଼ିଶା ଆସିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନ ମନ୍ତ୍ରୀ ଦେବଗୌଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଏମ୍ ନେତା ସୀତାରାମ ୟେଚୁରୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ସେମାନଙ୍କୁ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖୁଆଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର