ମନୋରଞ୍ଜନ
ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
ଭୁବନେଶ୍ବର : ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ତିନି ପ୍ରଥମ ବର୍ଷ ପାଠପଢା । ନଭେମ୍ବର ୧୫ରୁ ଆରମ୍ଭ ହେବ ପିଜି କ୍ଲାସ । କୋଭିଡ୍ ନିୟମ ମାନି ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପାଠପଢା ହେବ ବୋଲି ସୂଚନା ମିଳିଛି। କଲେଜ କ୍ଲାସ୍ ସହ ହଷ୍ଟେଲ ମଧ୍ୟ ଖୋଲିବ । ଏନେଇ ସମସ୍ତ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା […]
ଭୁବନେଶ୍ବର : ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ତିନି ପ୍ରଥମ ବର୍ଷ ପାଠପଢା । ନଭେମ୍ବର ୧୫ରୁ ଆରମ୍ଭ ହେବ ପିଜି କ୍ଲାସ । କୋଭିଡ୍ ନିୟମ ମାନି ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପାଠପଢା ହେବ ବୋଲି ସୂଚନା ମିଳିଛି। କଲେଜ କ୍ଲାସ୍ ସହ ହଷ୍ଟେଲ ମଧ୍ୟ ଖୋଲିବ । ଏନେଇ ସମସ୍ତ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ପାଠପଢିବେ ଛାତ୍ରଛାତ୍ରୀ।
ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ଓ ଭୂସ୍ଖଳନରେ ଫସିଲେ ଭଦ୍ରକର ୭ ଜଣଙ୍କ ସମେତ ୫୧ ପର୍ଯ୍ୟଟକ, ସୁରକ୍ଷିତ ଫେରିଆସିବାକୁ ପରିବାରର ଆଶା

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା
ଚଳିତ ବର୍ଷ ଆଡମିସନ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଲାସ ରୁମ ଶିକ୍ଷା । ଏ ନେଇ ଉଚ୍ଚ ଶିକ୍ଷା ସଚିବ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।






