ଜାନୁଆରୀ ୫ରୁ ଦଶମ ସମେଟିଭ-୧ ପରୀକ୍ଷା; ୩୦୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫୭୧୯୩୫ ପରୀକ୍ଷାର୍ଥୀ

The Sakala Picture
Published On

କଟକ: ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମେଟିଭ ଆସେସେମେଣ୍ଟ ପରୀକ୍ଷା ଆରମ୍ଭ ହେବ । ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୨ଟି ସିଟିଂରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୩ ହଜାର ୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ହଜାର ୯୩୫ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେହିଭଳି ୩ ହଜାର ୭୩୧ଜଣ ସଂସ୍କୃତ ମଧ୍ୟମା ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷା ଦେବେ ବୋଲି […]

କଟକ: ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମେଟିଭ ଆସେସେମେଣ୍ଟ ପରୀକ୍ଷା ଆରମ୍ଭ ହେବ । ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୨ଟି ସିଟିଂରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୩ ହଜାର ୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ହଜାର ୯୩୫ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେହିଭଳି ୩ ହଜାର ୭୩୧ଜଣ ସଂସ୍କୃତ ମଧ୍ୟମା ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷା ଦେବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ପରିଚାଳନା ପାଇଁ ସମସ୍ତ ମାଧ୍ୟମିକ ବିଦ୍ୟାଳୟଗୁଡିକୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ଗୋଟିଏ ପରୀକ୍ଷା କେନ୍ଦ୍ରରେ କେଉଁ ସ୍କୁଲ ସଂଲଗ୍ନ ରହିଛି, ପରୀକ୍ଷା କେନ୍ଦ୍ରର ନାମ, କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ, କେଉଁ ସ୍କୁଲକୁ ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି ତାହାର ସବିଶେଷ ତଥ୍ୟ ଏହି ଚିଠିରେ ଦିଆଯାଇଛି। ସ୍କୁଲଗୁଡିକର ପ୍ରଧାନଶିକ୍ଷକମାନେ ମଧ୍ୟ ବୋର୍ଡ ୱେବସାଇଟରୁ ସ୍କୁଲ କୋର୍ଡ ମାଧ୍ୟମରେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ବାବଦରେ ସବୁ ସୂଚନା ମାଧ୍ୟମିକ ବୋର୍ଡ ୱେବସାଇଟ www.bseodisha.ac.in ରେ ଛଡାଯାଇଛି ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟିଲା ଟୁରିଷ୍ଟ ବସ୍; ୫ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ

21 Dec 2021 By The Sakala

ଜାନୁଆରୀ ୫ରୁ ଦଶମ ସମେଟିଭ-୧ ପରୀକ୍ଷା; ୩୦୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫୭୧୯୩୫ ପରୀକ୍ଷାର୍ଥୀ

କଟକ: ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମେଟିଭ ଆସେସେମେଣ୍ଟ ପରୀକ୍ଷା ଆରମ୍ଭ ହେବ । ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ୨ଟି ସିଟିଂରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୩ ହଜାର ୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ହଜାର ୯୩୫ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେହିଭଳି ୩ ହଜାର ୭୩୧ଜଣ ସଂସ୍କୃତ ମଧ୍ୟମା ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷା ଦେବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ପରିଚାଳନା ପାଇଁ ସମସ୍ତ ମାଧ୍ୟମିକ ବିଦ୍ୟାଳୟଗୁଡିକୁ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ଗୋଟିଏ ପରୀକ୍ଷା କେନ୍ଦ୍ରରେ କେଉଁ ସ୍କୁଲ ସଂଲଗ୍ନ ରହିଛି, ପରୀକ୍ଷା କେନ୍ଦ୍ରର ନାମ, କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ, କେଉଁ ସ୍କୁଲକୁ ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି ତାହାର ସବିଶେଷ ତଥ୍ୟ ଏହି ଚିଠିରେ ଦିଆଯାଇଛି। ସ୍କୁଲଗୁଡିକର ପ୍ରଧାନଶିକ୍ଷକମାନେ ମଧ୍ୟ ବୋର୍ଡ ୱେବସାଇଟରୁ ସ୍କୁଲ କୋର୍ଡ ମାଧ୍ୟମରେ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଏହି ପରୀକ୍ଷା ବାବଦରେ ସବୁ ସୂଚନା ମାଧ୍ୟମିକ ବୋର୍ଡ ୱେବସାଇଟ www.bseodisha.ac.in ରେ ଛଡାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର