ରାଜ୍ୟରେ କାଲିଠୁ ଆଉ ଲକଡାଉନ ଅବଧି ବଢିବ କି ନାହିଁ ସେ ନେଇ ଆଜି ଦିନ ୧ଟା ୩୦ରେ ହେବ ଘୋଷଣା

The Sakala Picture
Published On

ଭୁବନେଶ୍ୱର: ଆଜି ଅପରାହ୍ନ ୧.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଆସନ୍ତା କାଲି ସକାଳ ୫ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ। କାଲିଠୁ ଆଉ ଲକଡାଉନ ଅବଧି ବଢିବ କି ନାହିଁ ସେ ନେଇ ଆଜି ଦିନ ସାଢେ ଗୋଟାଏରେ ଘୋଷଣା ହେବ। ଏ ନେଇ ସବିଶେଷ ବାର୍ତ୍ତା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ କିଛି ଜିଲ୍ଲାରେ ସଂକ୍ରମଣ ୫ […]

ଭୁବନେଶ୍ୱର: ଆଜି ଅପରାହ୍ନ ୧.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଆସନ୍ତା କାଲି ସକାଳ ୫ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ। କାଲିଠୁ ଆଉ ଲକଡାଉନ ଅବଧି ବଢିବ କି ନାହିଁ ସେ ନେଇ ଆଜି ଦିନ ସାଢେ ଗୋଟାଏରେ ଘୋଷଣା ହେବ। ଏ ନେଇ ସବିଶେଷ ବାର୍ତ୍ତା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ କିଛି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ ଥିବାରୁ ସେହି ଜିଲ୍ଲା ଗୁଡିକରେ କଟକଣା କୋହଳ ହୋଇପାରେ । ଅନ୍ୟପଟେ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp